ଅଦ୍ୟତନ ହୋଇଛି
murder
Advertisment
କଂସେଇ ବାପାର ନୃଶଂସ କାଣ୍ଡ । ୩ ଛୁଆଙ୍କୁ ମାରି କୂଅରେ ଫିଙ୍ଗି ହତ୍ୟା କଲା ଜନ୍ମଦାତା । ସୁନ୍ଦରଗଡ଼ କୋଇଡା ଥାନା କୁଲା ଗାଁରୁ ଆସିଛି ଏଭଳି ଚାଞ୍ଚଲ୍ୟକର ଖବର । ତେବେ ଅଭିଯୁକ୍ତ କାହିଁକି ଏଭଳି କାଣ୍ଡ ଘଟାଇଛି, ସେ ନେଇ କୌଣସି ସୂଚନା ମିଳି ପାରି ନାହିଁ । ଅଭିଯୁକ୍ତ ବାପା ଏବେ ଫେରାର ଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି ।
Advertisment
ପ୍ରାଣ ହରାଇଥିବା ଶିଶୁଙ୍କ ବୟସ ଯଥାକ୍ରମେ ୫ ବର୍ଷ, ୨ ବର୍ଷ ଓ ୨ ମାସ । ପୋଲିସ୍ ଓ ଅଗ୍ନିଶମ ବାହିନୀ ଆସି କୂଅରୁ ତିନି ଶିଶୁଙ୍କ ମୃତଦେହକୁ ଉଦ୍ଧାର କରିଛନ୍ତି । ଆଉ ତା’ପରେ ମୃତଦେହ ଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/murder_1651374143.jpg)