ଅଦ୍ୟତନ ହୋଇଛି
Excise Dept Seizes Duplicate Liquor
Advertisment
ରାଜଧାନୀରେ ନକଲି ମଦ । ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନରୁ ଜବତ ହେଲା ନକଲି ମଦ । ଅସଲି ବୋତଲରେ ନକଲି ମଦ ପୂରାଇ ବିକ୍ରି କରାଯାଉଥିଲା । ଅସଲି ମଦ ସହ ନକଲି ମିଶାଯାଇ ବୋତଲରେ ଭର୍ତ୍ତି ହେଉଥିଲା।
Advertisment
ଅଧିକ ପଢନ୍ତୁ : ଅସୁରକ୍ଷିତ ରାଜଧାନୀର ଆପାର୍ଟମେଣ୍ଟ, ଇଞ୍ଜିନିୟରଙ୍କ ଘରେ କଳାକନା ବୁଲାଇଲେ ଲୁଟେରା
Advertisment
ବରମୁଣ୍ଡା ସ୍ଥିତ ଏକ ମଦ ଦୋକାନରୁ ବିପୁଳ ପରିମାଣରେ ନକଲି ମଦ ଜବତ କରିଛି ଅବକାରୀ ଟିମ୍ । ପ୍ରାୟ ୪୦ ଲକ୍ଷ ଟଙ୍କାର ମଦ ଜବତ ହୋଇଛି । ପରୀକ୍ଷା ପାଇଁ ସାମ୍ପଲ ପଠାଯିବ । ଲାଇସେନ୍ସଧାରୀ ଝାଡ଼ଖଣ୍ଡର ହୋଇଥିବା କହିଛନ୍ତି ଅବକାରୀ ଅଧିକାରୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726477033.jpg)