Advertisment

ରାଉରକେଲାର କୁଖ୍ୟାତ ଅପରାଧୀକୁ ଏନ୍‌କାଉଣ୍ଟର, AK-47 ଜବତ!

ରାଉଲକେଲା ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ଆହତ ।

AK-47

AK-47

Advertisment

ରାଉରକେଲା ଚାନ୍ଦିପୋଷ ଥାନା ଅଞ୍ଚଳରେ ବଡ଼ ଏନ୍‌କାଉଣ୍ଟର । ଏନ୍‌କାଉଣ୍ଟରରେ ଜଣେ କୁଖ୍ୟାତ ଅପରାଧୀ ଆହତ ହୋଇଛି । ଅପରାଧୀକୁ RGH ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଅପରାଧୀ ଠାରୁ ଗୋଟିଏ AK-47 ରାଇଫଲ୍ ମଧ୍ୟ ଜବତ ହୋଇଛି । ୨ ଅପରାଧୀଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ରାଉରକେଲା ପୋଲିସ ।

Advertisment
Crime Encounter
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ