VIVO
Advertisment
ଭିଭୋ ଅଫିସ୍ରେ ରେଡ୍ । ମୋବାଇଲ କଂପାନୀ ଭିଭୋ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ରହିଛି ଚଢଉ । ମନି ଲଣ୍ଡରିଂ କେସ୍ରେ ଦେଶର ୪୪ଟି ସ୍ଥାନରେ ଇଡି ପକ୍ଷରୁ ଚାଲିଛି ରେଡ୍ । ଭିଭୋ ମୋବାଇଲ୍ କମ୍ୟୁନିକେସନ୍ ଓ ଆଉ କିଛି ଚୀନର ମୋବାଇଲ୍ କମ୍ପାନୀରେ ଅର୍ଥ ହେରଫେର କରାଯାଇଥିବା ଅଭିଯୋଗରେ ସିବିଆଇ ପକ୍ଷରୁ ତଦନ୍ତ ଚାଲିଛି । ଏଥିସହ ସେମାନଙ୍କର କାରବାର ଉପରେ ଆୟକର ବିଭାଗ ପକ୍ଷରୁ ନଜର ରଖାଯାଇଛି । ଗତବର୍ଷ ଭିଭୋର ନିର୍ଦ୍ଦେଶକ ଜେଙ୍ଗ୍ସେନ୍ ଓଉ ଓ ଜାଙ୍ଗ୍ ଜିଏ ଭାରତ ଛାଡି ପଳାୟନ କରିଥିଲେ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/VIVO_1657174561.jpg)