Advertisment

ଚିନ୍ତା ବଢାଇଲା ନକଲି ଔଷଧ, ଥାନାରେ ଏତଲା ଦେଲେ ଡ୍ରଗ୍ ଇନ୍ସପେକ୍ଟର

ନକଲି ଔଷଧ ମାର୍କେଟକୁ ସପ୍ଲାଇ କରିଥିବା ନେଇ ଅଭିଯୋଗ କରିଯାଇଛି।

Duplicate Medicine

Duplicate Medicine

Advertisment

କଟକ: ନକଲି ଔଷଧ ନେଇ ଥାନାରେ ଏତଲା। ପୁରୀଘାଟ ଥାନାରେ ଏତଲା କଲେ ଡ୍ରଗ୍ ଇନ୍ସପେକ୍ଟର। ଯାଉଁଳିଆପଟି ଅଞ୍ଚଳର ଦୁଇ ଡିଷ୍ଟ୍ରିବ୍ୟୁଟରଙ୍କ ନାଁରେ ଏତଲା ଦିଆଯାଇଛି। ନକଲି ଔଷଧ ମାର୍କେଟକୁ ସପ୍ଲାଇ କରିଥିବା ନେଇ ଅଭିଯୋଗ କରିଯାଇଛି। ନକଲି ଔଷଧ ଟେଲମା-୪୦ ନେଇ ଅଭିଯୋଗ ହୋଇଥିଲା। ଜଣେ ଗ୍ରାହକ ଅଭିଯୋଗ କଲା ପରେ ରେଡ୍ ହୋଇଥିଲା। କଟକ, ଭୁବନେଶ୍ୱର, ରାଉରକେଲାରେ ରେଡ୍ ହୋଇଥିଲା। 

Advertisment
Duplicate Medicine Purighat PS
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ