Advertisment

ବୀଭତ୍ସ ହତ୍ୟା ପଛରେ ରହିଛି ପୂର୍ବ ସମ୍ପର୍କ?

ଭୁବନେଶ୍ୱର ଭୀମଟାଙ୍ଗି ଅଂଚଳରେ ମହିଳାଙ୍କୁ ବୀଭତ୍ସ ହତ୍ୟାକାଣ୍ଡ ପଛରେ ରହିଛି ପୂର୍ବ ସମ୍ପର୍କ । ଏକଥା ନିଜେ କହିଛନ୍ତି ଅଭିଯୁକ୍ତଙ୍କ ମା’ସାବିତ୍ରୀ ପ୍ରଧାନ। ମୃତ ମହିଳା ପ୍ରିୟଙ୍କାଙ୍କ ସହ ତାଙ୍କ ପୁଅ ଜଗନ୍ନାଥଙ୍କ ନିବିଡ଼ ସମ୍ପର୍କ ଥିଲା ବୋଲି ସେ କହିଛନ୍ତି। ବିବାହ ପୂର୍ବରୁ ଜଗନ୍ନାଥଙ୍କୁ ଜାଣିଥିଲେ ପ୍ରିୟଙ୍କା। ତେବେ ପ୍ରିୟଙ୍କାଙ୍କ ବିବାହ ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ରହି ନଥିଲା। ଗତବର୍ଷ ଲକଡାଉନ୍‌ ପରେ ଉଭୟଙ୍କ ମଧ୍ୟରେ ପୁଣି ସମ୍ପର୍କ ଆରମ୍ଭ ହୋଇଥିଲା ବୋଲି କହିଛନ୍ତି ଅଭିଯୁକ୍ତଙ୍କ ମା।

ଅଦ୍ୟତନ ହୋଇଛି
ବୀଭତ୍ସ ହତ୍ୟା ପଛରେ ରହିଛି ପୂର୍ବ ସମ୍ପର୍କ?

murder in bhubaneswar

Advertisment

ଭୁବନେଶ୍ୱର: ଭୁବନେଶ୍ୱର ଭୀମଟାଙ୍ଗି ଅଂଚଳରେ ମହିଳାଙ୍କୁ ବୀଭତ୍ସ ହତ୍ୟାକାଣ୍ଡ ପଛରେ ରହିଛି ପୂର୍ବ ସମ୍ପର୍କ । ଏକଥା ନିଜେ କହିଛନ୍ତି ଅଭିଯୁକ୍ତଙ୍କ ମା’ସାବିତ୍ରୀ ପ୍ରଧାନ। ମୃତ ମହିଳା ପ୍ରିୟଙ୍କାଙ୍କ ସହ ତାଙ୍କ ପୁଅ ଜଗନ୍ନାଥଙ୍କ ନିବିଡ଼ ସମ୍ପର୍କ ଥିଲା ବୋଲି ସେ କହିଛନ୍ତି। ବିବାହ ପୂର୍ବରୁ ଜଗନ୍ନାଥଙ୍କୁ ଜାଣିଥିଲେ ପ୍ରିୟଙ୍କା। ତେବେ ପ୍ରିୟଙ୍କାଙ୍କ ବିବାହ ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ରହି ନଥିଲା। ଗତବର୍ଷ ଲକଡାଉନ୍‌ ପରେ ଉଭୟଙ୍କ ମଧ୍ୟରେ ପୁଣି ସମ୍ପର୍କ ଆରମ୍ଭ ହୋଇଥିଲା ବୋଲି କହିଛନ୍ତି ଅଭିଯୁକ୍ତଙ୍କ ମା।

Advertisment

ସେପଟେ ଭୀମଟାଙ୍ଗି ମହିଳାଙ୍କୁ ହତ୍ୟା ଘଟଣାରେ ମୁହଁ ଖୋଲିଛନ୍ତି ମୃତ ମହିଳାଙ୍କ ବାପା। ହତ୍ୟାକାଣ୍ଡ ଭିଆାଇଥିବା ଯୁବକକୁ ମୁଁ ଜାଣିନାହିଁ କି ଚିହ୍ନିନାହଁ। ଆଇନ ଅନୁସାରେ ତାକୁ ଦଣ୍ଡ ମିଳିବ। ଅନ୍ୟପଟେ ଭଉଣୀ ଓ ଭିଣୋଇ ଖୁସିରେ ରହୁଥିଲେ ବୋଲି କହିଛନ୍ତି ତାଙ୍କ ଭାଇ। ଗତକାଲି ଭୁବନେଶ୍ୱର ଭୀମଟାଙ୍ଗି ଅଂଚଳରେ ଘଟିଥିଲା ଏ ଜଘନ୍ୟ ହତ୍ୟାକାଣ୍ଡ। ମାମଲାର ତଦନ୍ତ ଜାରି ରଖିଛି କମିଶନରେଟ ପୋଲିସ। କେଉଁ ପରିସ୍ଥିତିରେ ଘଟିଥିଲା ହତ୍ୟାକାଣ୍ଡ ଏ ନେଇ ଅଧିକ ତଦନ୍ତ ଜାରି ରଖିଛି କମିଶନରେଟ ପୋଲିସ।

Advertisment

କାଳ ହେଲା କି ପୂର୍ବ ସମ୍ପର୍କରେ ତିତ୍କତା ?

ଭୁବନେଶ୍ୱର ଭୀମଟାଙ୍ଗିରେ ମହିଳାଙ୍କୁ ବୀଭତ୍ସ ହତ୍ୟା ପଛର ଫିଟୁଛି ଗୁମର

ସାମ୍ନାକୁ ଆସିଲା ଅଭିଯୁକ୍ତର ହ୍ୱାଟ୍ସଆପ୍‌ ମେସେଜ୍

ଅଭିଯୁକ୍ତର ମାଆ କହିଲେ ପ୍ରିୟଙ୍କା ସହ ପୁଅ ଜଗନ୍ନାଥର ଥିଲା ନିବିଡ଼ ସମ୍ପର୍କ

ବିବାହ ପୂର୍ବରୁ ଜଗନ୍ନାଥଙ୍କୁ ଜାଣିଥିଲେ ପ୍ରିୟଙ୍କା

ପ୍ରିୟଙ୍କାଙ୍କ ବିବାହ ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ରହି ନଥିଲା

ଗତବର୍ଷ ଲକଡାଉନ୍‌ ପରେ ଉଭୟଙ୍କ ମଧ୍ୟରେ ପୁଣି ସମ୍ପର୍କ ଗଢ଼ିଉଠିଥିଲା

ଭୀମଟାଙ୍ଗି ମହିଳାଙ୍କୁ ହତ୍ୟା ଘଟଣାରେ ମୁହଁ ଖୋଲିଲେ ମୃତ ମହିଳାଙ୍କ ବାପା

ହତ୍ୟାକାଣ୍ଡ ଭିଆଇଥିବା ଯୁବକକୁ ମୁଁ ଜାଣିନାହିଁ କି ଚିହ୍ନିନାହଁ : ମୃତ ମହିଳାଙ୍କ ବାପା

Bhubaneswar Murdercase
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ