Advertisment

ନଦୀକୁ ଯାଇଥିଲେ, ଗଣଦୁଷ୍କର୍ମର ଶିକାର ହେଲେ

ନିମାପଡ଼ା ଅଂଚଳରେ ଜଣେ ବିବାହିତ ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ନେଇ ଆସିଲା ସଙ୍ଗୀନ ଅଭିଯୋଗ

ଅଦ୍ୟତନ ହୋଇଛି
Gang Rape

Gang Rape

Advertisment

ପୁରୀ : ପୁରୀ ଜିଲ୍ଲା ନିମାପଡ଼ା ଥାନା ଅଞ୍ଚଳରେ ଜଣେ ବିବାହିତାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି। ନଦୀକୁ ଯାଇଥିବା ବେଳେ ଉଠାଇନେଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଗତ ଶୁକ୍ରବାର ରାତିରେ ଘଟିଛି ଏହି ନିନ୍ଦନୀୟ ଘଟଣା । ୪ ଜଣ ବ୍ୟକ୍ତି ସଂପୃକ୍ତ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ମହିଳାଙ୍କୁ ନିମାପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି। ନିମାପଡ଼ା ପୋଲିସ ଏହି ଘଟଣାର ୪ ଜଣଙ୍କୁ ଗିରଫ କରି ଛାନଭିନ୍ ଜାରି ରଖିଛି।

Advertisment
Gang Rape Crime
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ