ଅଦ୍ୟତନ ହୋଇଛି
3 kg gold ornaments, Rs 2 lakh looted from Gunupur jeweler in broad daylight
Advertisment
ଦୋକାନ ସାମ୍ନାରୁ ଲୁଟି ନେଲେ ୩ କେଜି ସୁନା ଗହଣା । ଗୁଣପୁର ହଳଦିଆ ନାଳ ନିକଟ ଗହଣା ଦୋକାନ ସାମ୍ନାରୁ ଏହି ଲୁଟ୍ ହୋଇଛି । ବ୍ୟାଗରେ ଥିବା ୩ କେଜି ଗହଣା ସହ ୨ ଲକ୍ଷ ଟଙ୍କା ଲୁଟ୍ ହୋଇଥିବାର ଅଭିଯୋଗ ହୋଇଛି ।
Advertisment
ଅଭିଯୋଗ ଅନୁଯାୟୀ, ଦୋକାନ ଖୋଲିବା ପାଇଁ ଦୋକାନୀ ଜଣକ ଚାବି ଆଣିବା ପାଇଁ ପାଖରେ ଥିବା ନିଜର ଆଉ ଏକ ଦୋକାନକୁ ଯାଇଥିଲେ । ସେହି ସମୟରେ ୨ ଦୁର୍ବୃତ୍ତ ଏକ ପଲ୍ସରରେ ଆସି ବ୍ୟାଗ୍ ଲୁଟି କରିନେଇଛନ୍ତି । ଏନେଇ ଦୋକାନୀ ଜଣକ ଥାନାରେ ଏତଲା ଦେବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1650961960.jpg)