Advertisment

ଆଜି କେତେ ରହିଛି ୨୨ କ୍ୟାରେଟ୍‌ ସୁନା ଦର ?

ସୁନା ଓ ରୁପା ଦର କେତେ ଅଛି, ଯାଞ୍ଚ କରନ୍ତୁ . . .

ଅଦ୍ୟତନ ହୋଇଛି
undefined

gold price today

Advertisment

ସୁନା ମୂଲ୍ୟରେ ସାମାନ୍ୟ ହ୍ରସ । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ଟ୍ୱିନ୍‌ ସିଟି ଭୁବନେଶ୍ୱର ଓ କଟକରେ ୧୦ ଗ୍ରାମ ପ୍ରତି ୨୪ କ୍ୟାରେଟ୍ ସୁନା ମୂଲ୍ୟ ୫୩,୩୦୦ଟଙ୍କାରେ ବିକ୍ରି ହେଉଛି  ।

Advertisment

ସେହିପରି ଜିଏସଟି ସହିତ ୨୩ କ୍ୟାରେଟ୍‌ର ୧୦ ଗ୍ରାମ୍‌ ସୁନାର ମୂଲ୍ୟ ୫୧ ହଜାର ୪୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ୨୨ କ୍ୟାରେଟ୍‌ର ୧୦ ଗ୍ରାମ୍‌ ପିଛା ମୂଲ୍ୟ ୫୦, ୩୦୦ରେ ବିକ୍ରି ହେଉଛି ।

ଏହାସହ ୨୦, ୧୮ ଓ ୧୪ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୪୫,୪୦୦ ଟଙ୍କା, ୪୧,୧୦୦ ଟଙ୍କା ଓ ୩୨, ୪୦୦ ଟଙ୍କା ରହିଛି । ଶୁଦ୍ଧ ଗିନ୍ନି (ସୁନା ମୁଦ୍ରା) ଗୁରୁବାର ଦିନ ୪୧, ୩୦୦ ଟଙ୍କାରେ କାରବାର ହେଉଛି ।

Advertisment

ଅନ୍ୟପକ୍ଷରେ ଗତକାଲି ତୁଳନାରେ ଆଜି ସାମାନ୍ୟ ହ୍ରାସ ପାଇଛି ରୁପା ମୂଲ୍ୟ । ଭୁବନେଶ୍ୱରରେ ରୂପା କିଲୋ ପିଛା ମୂଲ୍ୟ ୫୮, ୪୦୦ ରହିଛି । ତେବେ ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ ।

Gold
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ