Advertisment

Gold Price Today 21th Jan 2023: ଆଜି ଆପଣ ସୁନା କିଣିବାକୁ ଚାହୁଛନ୍ତି କି; ଜାଣିନିଅନ୍ତୁ କେତେ ରହିଛି ଦାମ୍‌

ବିବାହକୁ ଲକ୍ଷରେ ରଖି ଜୋରସୋରରେ ଗହଣା କିଣା ଚାଲିଛି । ଜାଣିନିଅନ୍ତୁ କେତେ ରହିଛି ଆଜିର ଦାମ୍। ବଢିଛି ନା କମିଛି…

Gold silver price today 21th jan 2023

Gold silver price today 21th jan 2023

Advertisment

ବିବାହକୁ ଲକ୍ଷରେ ରଖି ଜୋରସୋରରେ ଗହଣା କିଣା ଚାଲିଛି । ଯଦି ଆଜିର ସୁନାର ଆନ୍ତର୍ଜାତୀୟ ବଜାର ମୂଲ୍ୟ ଦେଖାଯାଏ ତେବେ ଏହା ଅପରିବର୍ତ୍ତିତ ରହିଛି। ଗତକାଲି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୬ ହଜାର ୭୦୦ ଟଙ୍କା ରହିଥିବା ବେଳେ ଆଜି ମଧ୍ୟ ସମାନ ରହିଛି।

Advertisment

ସେହିପରି ୨୨ କ୍ୟାରେଟ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୫୪,୩୦୦ ଟଙ୍କା ରହିଥିବା ବେଳେ ୨୦ କ୍ୟାରେଟ୍‌ ସୁନାର ଦର ୪୯ ହଜାର ୪୦୦ ଟଙ୍କା ରହିଛି। ୧୮ କ୍ୟାରେଟ୍ ସୁନା ଦର ୪୪,୬୦୦ ଟଙ୍କା ଓ ୧୪ କ୍ୟାରେଟ ସୁନା ମୂଲ୍ୟ ୩୫,୧୦୦ ଟଙ୍କା ରହିଛି।

କଟକ ରେ ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି। ସୁନା ଗ୍ରାମ ପିଛା ୫,୮୬୦ (ଜିଏସ୍‌ଟି ୯୯୫) ଟଙ୍କା ହୋଇଥିବାବେଳେ ୫,୬୯୦ (କ୍ୟାସ ୯୯୫) ଟଙ୍କା ରହିଛି। ଗତକାଲି ତୁଳନାରେ ଆଜି ରୂପା ଦରରେ ମଧ୍ୟ ପରିବର୍ତ୍ତନ ହୋଇଛି। ଶୁଦ୍ଧ ରୂପା କିଲୋ ପିଛା ୭୦,୨୦୦ ଟଙ୍କାରେ କାରବାର ହେଉଛି।

Advertisment

ତେବେ ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ । ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ। ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ।

୫ ଅନ୍ୟ ମୁଖ୍ୟ ସହରରେ ସୁନା ରେଟ୍:

ଚେନ୍ନାଇ:

  • ୨୨ କ୍ୟାରେଟ୍ – ୫୩,୨୦୦ଟଙ୍କା
  • ୨୪ କ୍ୟାରେଟ୍ – ୫୮,୦୪୦ଟଙ୍କା

ମୁମ୍ବାଇ:

  • ୨୨ କ୍ୟାରେଟ୍ – ୫୩,୨୫୦ଟଙ୍କା
  • ୨୪ କ୍ୟାରେଟ୍ – ୫୭,୦୬୦ଟଙ୍କା

ଦିଲ୍ଲୀ:

  • ୨୨ କ୍ୟାରେଟ୍ – ୫୨,୪୦୦ଟଙ୍କା
  • ୨୪ କ୍ୟାରେଟ୍ – ୫୭,୨୧୦ଟଙ୍କା

କୋଲକତା:

  • ୨୨ କ୍ୟାରେଟ୍ – ୫୨,୨୫୦ଟଙ୍କା
  • ୨୪ କ୍ୟାରେଟ୍ – ୫୭,୦୬୦ଟଙ୍କା

ବାଙ୍ଗାଲୋର୍:

  • ୨୨ କ୍ୟାରେଟ୍ – ୫୨,୩୦୦ଟଙ୍କା
  • ୨୪ କ୍ୟାରେଟ୍ – ୫୨,୧୧୦ଟଙ୍କା

୫ ଅନ୍ୟ ମୁଖ୍ୟ ସହରରେ ରୂଆ ରେଟ୍:

ଚେନ୍ନାଇ:

  • ୧୦୦ଗ୍ରାମ୍ – ୭,୪୩୦
  • ୧ କେଜି – ୭୪,୩୦୦

ମୁମ୍ବାଇ:

  • ୧୦୦ଗ୍ରାମ୍ – ୭,୨୩୦
  • ୧ କେଜି – ୭୨,୩୦୦

ଦିଲ୍ଲୀ:

  • ୧୦୦ଗ୍ରାମ୍ – ୭,୨୩୦
  • ୧ କେଜି – ୭୨,୩୦୦

କୋଲକତା:

  • ୧୦୦ଗ୍ରାମ୍ – ୭,୨୩୦
  • ୧ କେଜି – ୭୨,୩୦୦

ବାଙ୍ଗାଲୋର୍:

  • ୧୦୦ଗ୍ରାମ୍ – ୭,୪୩୦
  • ୧ କେଜି – ୭୪,୩୦୦
Gold Price In India Silver Price In India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ