Today Panchang 9th Dec 2022: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଘରୁ ବାହାରନ୍ତୁ...

ସୌର ବିଛା ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୦୯ ତାରିଖ ଶୁକ୍ରବାର ଚନ୍ଦ୍ର  – ମିଥୁନ ଅହୋରାତ୍ର ତିଥି- ପ୍ରତିପଦ ଦିବା ୧୧/୩୪ ଗତେ ୨ୟା ଘାତ ଚନ୍ଦ୍ର- କନ୍ୟା ଅହୋରାତ୍ର ଘାତ ବାର – ବିଛା, ଧନୁ, ମୀନ। ଜାଣନ୍ତୁ, ଆଜି କେଉଁ ସମୟରେ ଶୁଭ କାମ ଆରମ୍ଭ କଲେ ଶୁଭ ଫଳ ପ୍ରାପ୍ତି ହୋଇପାରେ।

Today Panchang

ସୌର ବିଛା ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୦୯ ତାରିଖ ଶୁକ୍ରବାର ଚନ୍ଦ୍ର  – ମିଥୁନ ଅହୋରାତ୍ର ତିଥି- ପ୍ରତିପଦ ଦିବା ୧୧/୩୪ ଗତେ ୨ୟା ଘାତ ଚନ୍ଦ୍ର- କନ୍ୟା ଅହୋରାତ୍ର ଘାତ ବାର – ବିଛା, ଧନୁ, ମୀନ ପୁଷ୍କର ଦୋଷ– ଦିବା ୧୧/୩୪ ଗତେ ୧ପାଦ ପଶୁସମ୍ପଦ ନାଶ- ଅନ୍ନଦାନ। 

ଶୁଭ ସମୟ-     

ପ୍ରାତଃ ୦୬/୧୩ ରୁ ୦୬/୫୬

ପ୍ରାତଃ ୦୭/୪୦ ରୁ ୦୮/୫୬

ଦିବା ୧୨/୦୦ ରୁ ୦୨/୫୩

ସନ୍ଧ୍ୟା ୦୫/୫୬ ରୁ ୦୮/୨୧

ରାତ୍ରି ୧୨/୦୫ ରୁ ୦୧/୫୦

ରାତ୍ରି ୦୨/୪୩ ରୁ ୦୪/୨୮

ଅଶୁଭ ସମୟ-

ଋାହୁକାଳ - ଦିବା ୧୦/୧୭ ରୁ ୧୧/୩୮

କାଳବେଳା - ଦିବା ୧୦/୧୭ ରୁ ୧୧/୩୮

ବାରବେଳା – ଦିବା ୦୮/୫୬ ରୁ ୧୦/୧୭

କାଳରାତ୍ରି – ରାତ୍ରି ୦୮/୨୧ ରୁ ୧୦/୦୦