Panchang
Advertisment
ସୈାର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ। ଇଂରାଜୀ ୦୭ ତାରିଖ ଗୁରୁବାର। ଚନ୍ଦ୍ର- ଧନୁ ରାତ୍ରି ୦୮.୧୦ ଗତେ ମକର। ତିଥି – ୧୩ଶୀ ଦିବା ୦୨.୨୮ ଗତେ ୧୪ଶୀ। ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର, ରାତ୍ରି ୦୮.୧୦ ଗତେ ସିଂହ ରାଶିର। ଘାତବାର – ତୁଳା ଓ କୁମ୍ଭ ରାଶିର। ପୁଷ୍କର ଦୋଷ– ଦିବା ୦୨.୦୦ ଗତେ ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ।
Advertisment
ଶୁଭ ସମୟ –
ପ୍ରାତଃ- ୦୫.୨୮ ରୁ ୦୭.୧୦
ଦିବା- ୧୦.୩୫ ରୁ ୦୧.୦୯
ରାତ୍ରି – ୦୨.୨୯ ରୁ ୦୩.୧୪
ଅଶୁଭ ସମୟ -
ରାହୁକାଳ - ଦିବା ୦୧.୨୮ ରୁ ୦୩.୦୪
କାଳବେଳା – ଦିବା ୦୩.୦୪ ରୁ ୦୪.୪୦
ବାରବେଳା- ଦିବା ୦୪.୪୦ ରୁ ୦୬.୧୬
କାଳରାତ୍ରି- ରାତ୍ରି ୧୧.୫୨ ରୁ ୦୧.୧୬
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)