Today Panchang 5th September 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୫ ତାରିଖ ମଙ୍ଗଳବାର । ଚନ୍ଦ୍ର- ମେଷ ଦିବା ୦୩.୦୧ ଗତେ ବୃଷ । ତିଥି- ୬ଷ୍ଠୀ ଦିବା ୦୩.୪୬ ଗତେ ୭ମୀ । ଜାଣନ୍ତୁ ଶୁଭ ଅଶୁଭ ସମୟ

ଆଜିର ପଞ୍ଚାଙ୍ଗ

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୫ ତାରିଖ ମଙ୍ଗଳବାର । ଚନ୍ଦ୍ର- ମେଷ ଦିବା ୦୩.୦୧ ଗତେ ବୃଷ । ତିଥି- ୬ଷ୍ଠୀ ଦିବା ୦୩.୪୬ ଗତେ ୭ମୀ । ଘାତ ଚନ୍ଦ୍ର- ମେଷ , ଦିବା ୦୩.୦୧ ଗତେ ବିଛା । ଘାତ ବାର- ମକର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ଦିବା ୦୯.୦୦ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ଦିବା ୦୩.୪୬ ଗତେ ୩ ପାଦ-କୃଷି, ପଶୁ ଓ ବଂଶହାନି-ଭୂମି, ଅନ୍ନ ଓ ତିଳକାଞ୍ଚନ ଦାନ ।

ଶୁଭ ସମୟ

ଦିବା- ୦୮.୪୦ରୁ ୧୦.୩୧

ଦିବା- ୧୨.୫୯ରୁ ୦୧.୧୭

ଦିବା- ୦୪.୨୨ରୁ ୦୫.୦୫

ସନ୍ଧ୍ୟା- ୦୫.୫୫ରୁ ୦୬.୪୧

ରାତ୍ରି- ୦୯.୦୨ରୁ ୧୧.୨୨

ରାତ୍ରି- ୦୧.୪୨ରୁ ୦୩.୧୫

ଅଶୁଭ ସମୟ

ଋାହୁକାଳ- ଦିବା ୦୨.୫୦ରୁ ୦୪.୨୨

କାଳବେଳା- ଦିବା ୦୧.୧୭ରୁ ୦୨.୫୦

ବାରବେଳା- ପ୍ରାତଃ ୦୭.୦୭ରୁ ୦୮.୪୦

କାଳ ରାତ୍ରି- ସନ୍ଧ୍ୟା ୦୭.୨୨ରୁ ୦୮.୫୦