Advertisment

Today Panchang 5th August 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

ସୈାର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୦୫ ତାରିଖ ମଙ୍ଗଳବାର । ଚନ୍ଦ୍ର- ବିଛା ଦିବା ୧୧.୨୧ ଗତେ ଧନୁ । ତିଥି- ୧୧ଶୀ ଦିବା ୦୧.୧୨ ଗତେ ୧୨ଶୀ । ଘାତଚନ୍ଦ୍ର - ଦିବା ୧୧.୨୧ ଗତେ ତୁଳା ଓ କୁମ୍ଭ ରାଶିର । ଘାତବାର- ମକର ରାଶିର । ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ଦିବା ୦୧.୧୨ ଗତେ ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ।

undefined

Panchang

ଶୁଭ ସମୟ-

ଦିବା – ୦୮.୪୦ ରୁ ୧୦.୩୫
ଦିବା – ୦୧.୦୯ ରୁ ୦୧.୨୮
ଦିବା – ୦୪.୪୧ ରୁ ୦୫.୨୬
ସନ୍ଧ୍ୟା- ୦୬.୧୭ ରୁ ୦୭.୦୨
ରାତ୍ରି – ୦୯.୧୬ ରୁ ୧୧.୩୦
ରାତ୍ରି – ୦୧.୪୪ ରୁ ୦୩.୧୩

ଅଶୁଭ ସମୟ-

ରାହୁକାଳ- ଦିବା ୦୩.୦୫ ରୁ ୦୪.୪୧
କାଳବେଳା- ଦିବା ୦୧.୨୮ ରୁ ୦୩.୦୫
ବାରବେଳା- ପ୍ରାତଃ ୦୭.୦୩ ରୁ ୦୮.୪୦
କାଳରାତ୍ରି- ରାତ୍ରି ୦୭.୪୧ ରୁ ୦୯.୦୫

Advertisment
Astrological Prediction Astrology Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ