Today Panchang 3rd September 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୦୩ ତାରିଖ ରବିବାର । ଜାଣନ୍ତୁ ଆପଣଙ୍କ ଶୁଭ ଅଶୁଭ ସମୟ

ଆଜିର ପଞ୍ଚାଙ୍ଗ

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୦୩ ତାରିଖ ରବିବାର । ଚନ୍ଦ୍ର- ମୀନ ଦିବା ୧୦.୩୯ ଗତେ ମେଷ । ତିଥି- ୪ର୍ଥୀ ସନ୍ଧ୍ୟା ୦୬.୨୪ ଗତେ ୫ମୀ । ଘାତ ଚନ୍ଦ୍ର- ଧନୁ , ଦିବା ୧୦.୩୯ ଗତେ ମେଷ । ଘାତ ବାର- ମେଷ । ପୁଷ୍କର ଦୋଷ – ୧ ପାଦ-କୃଷିହାନି-ଭୂମିଦାନ ।

ଶୁଭ ସମୟ

ପ୍ରାତଃ- ୦୫.୩୫ରୁ ୦୯.୪୨

ଦିବା- ୦୧.୧୮ରୁ ୦୧.୪୯

ସନ୍ଧ୍ୟା- ୦୬.୪୩ରୁ ୦୯.୦୩

ରାତ୍ରି- ୧୨.୦୯ରୁ ୦୧.୧୩

ରାତ୍ରି- ୦୨.୪୦ରୁ ୦୩.୧୫

ଅଶୁଭ ସମୟ

ଋାହୁକାଳ- ଦିବା ୦୪.୨୪ରୁ ୦୫.୫୭

କାଳବେଳା- ଦିବା ୧୧.୪୬ରୁ ୦୧.୧୮

ବାରବେଳା- ଦିବା ୧୦.୧୩ରୁ ୧୧.୪୬

କାଳ ରାତ୍ରି- ରାତ୍ରି ୦୧.୧୩ରୁ ୦୨.୪୦