ଅଦ୍ୟତନ ହୋଇଛି
Panchang
Advertisment
ସୈାର ମିଥୁନ ମାସ ଆଷାଢ ଶୁକ୍ଳପକ୍ଷ। ଇଂରାଜୀ ୦୩ ତାରିଖ ଗୁଗୁବାର । ଚନ୍ଦ୍ର- କନ୍ୟା ରାତ୍ରି ୦୩.୧୯ ଗତେ ତୁଳା । ତିଥି - ୮ମୀ ଦିବା ୦୨.୦୭ ଗତେ ୯ମୀ । ଘାତଚନ୍ଦ୍ର- ବୃଷ ରାଶିର ରାତ୍ରି ୦୩.୧୯ ପର୍ଯ୍ୟନ୍ତ । ଘାତବାର – ତୁଳ ଓ କୁମ୍ଭ ରାଶିର । ପୁଷ୍କର ଦୋଷ - ନାସ୍ତି ।
ଶୁଭ ସମୟ –
ପ୍ରାତଃ – ୦୫.୧୫ ରୁ ୦୬.୦୮
ଦିବା – ୦୯.୩୯ ରୁ ୧୧.୨୪
ସନ୍ଧ୍ୟା – ୦୭.୦୯ ରୁ ୦୯.୧୯
ରାତ୍ରି – ୦୧.୧୨ ରୁ ୦୨.୨୨
ରାତ୍ରି – ୦୩.୪୯ ରୁ ୦୫.୧୬
ଅଶୁଭ ସମୟ -
ରାହୁକାଳ - ଦିବା ୦୧.୨୯ ରୁ ୦୩.୦୮
କାଳବେଳା - ଦିବା ୦୩.୦୮ ରୁ ୦୪.୪୭
ବାରବେଳା- ଦିବା ୦୪.୪୭ ରୁ ୦୬.୨୬
କାଳରାତ୍ରି- ରାତ୍ରି ୧୧.୫୧ ରୁ ୦୧.୧୨
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang__1741748449.jpg)