Panchang
Advertisment
ସୈାର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୦୨ ତାରିଖ ଶନିବାର । ଚନ୍ଦ୍ର- ତୁଳା ରାତ୍ରି ୧୧.୫୨ ଗତେ ବିଛା । ତିଥି- ୮ମୀ ପ୍ରାତଃ ୦୭.୨୩ ଗତେ ୯ମୀ । ଘାତଚନ୍ଦ୍ର - ନାସ୍ତି । ଘାତବାର- ବୃଷ,ସିଂହ ଓ କନ୍ୟା ରାଶିର । ପୁଷ୍କର ଦୋଷ – ୨ପାଦ- କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ଅହୋରାତ୍ର ।
Advertisment
ଶୁଭ ସମୟ-
ଦିବା- ୧୦.୧୬ ରୁ ୦୧.୧୦
ଋାତ୍ରି – ୦୮.୩୨ ରୁ ୧୦.୪୬
ରାତ୍ରି- ୧୨.୧୫ ରୁ ୦୧.୪୪
ରାତ୍ରି – ୦୨.୨୮ ରୁ ୦୩.୫୭
ଅଶୁଭ ସମୟ-
ରାହୁକାଳ- ଦିବା ୦୮.୩୯ ରୁ ୧୦.୧୬
କାଳବେଳା- ପ୍ରାତଃ ୦୫.୨୬ ରୁ ୦୭.୦୩ ଓ ଦିବା ୦୪.୪୨ ରୁ ୦୬.୧୯
ବାରବେଳା- ଦିବା ୦୧.୨୯ ରୁ ୦୩.୦୬
କାଳରାତ୍ରି- ସନ୍ଧ୍ୟା ୦୬.୧୯ ରୁ ୦୭.୪୨ ଓ ରାତ୍ରି ୦୪.୦୩ ରୁ ୦୫.୨୬
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)