Advertisment

Today Panchang 29th August 2023: ଜାଣନ୍ତୁ, ଆଜିର ଶୁଭ ଓ ଅଶୁଭ ସମୟ...

ସୌର ସିଂହମାସ ଶ୍ରାବଣ (ଶୁଦ୍ଧ) ଶୁକ୍ଲ ପକ୍ଷ । ଇଂରାଜୀରେ ୨୯ ତାରିଖ ମଙ୍ଗଳବାର । ଜାଣନ୍ତୁ ଆପଣଙ୍କ ଶୁଭ ଅଶୁଭ ସମୟ...

ଅଦ୍ୟତନ ହୋଇଛି
Today Panchang 29th August 2023

Today Panchang

Advertisment

ସୌର ସିଂହମାସ ଶ୍ରାବଣ (ଶୁଦ୍ଧ) ଶୁକ୍ଲ ପକ୍ଷ । ଇଂରାଜୀରେ ୨୯ ତାରିଖ ମଙ୍ଗଳବାର । ଚନ୍ଦ୍ର- ମକର ଅହୋରାତ୍ର । ତିଥି- ୧୩ଶୀ ଦିବା ୦୨.୪୮ ଗତେ ୧୪ଶୀ । ଘାତ ଚନ୍ଦ୍ର- ସିଂହ ରାଶିର ଅହୋରାତ୍ର । ଘାତ ବାର- ମକର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।

Advertisment

ଶୁଭ ସମୟ

ଦିବା- ୦୮.୪୦ରୁ ୧୦.୩୨

ଦିବା- ୦୧.୦୨ରୁ ୦୧.୨୧

ଦିବା- ୦୪.୨୭ରୁ ୦୫.୧୧

ସନ୍ଧ୍ୟା- ୦୬.୦୧ରୁ ୦୬.୪୭

ରାତ୍ରି- ୦୯.୦୬ରୁ ୧୧.୨୪

ରାତ୍ରି- ୦୧.୪୩ରୁ ୦୩.୧୫

ଅଧିକ ପଢ଼ନ୍ତୁ: ଶୋଇବା ଘରେ ରଖନ୍ତୁ ନାହିଁ ଏହି ୫ ଜିନିଷ; ହୋଇପାରେ ବୈବାହିକ ଜୀବନରେ ଫାଟ

ଅଶୁଭ ସମୟ

ରାହୁକାଳ- ଦିବା ୦୨.୫୪ରୁ ୦୪.୨୭

କାଳ ବେଳା- ଦିବା ୦୧.୨୧ରୁ ୦୨.୫୪

ବାର ବେଳା- ପ୍ରାତଃ ୦୭.୦୭ରୁ ୦୮.୪୦

କାଳରାତ୍ରି- ସନ୍ଧ୍ୟା ୦୭.୨୭ରୁ ୦୮.୫୪

Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ