Advertisment

Today Panchang 28th August 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

ସୈାର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୮ ତାରିଖ ଗୁରୁବାର । ଚନ୍ଦ୍ର- ତୁଳା ଅହୋରାତ୍ର । ତିଥି- ୫ମୀ ସନ୍ଧ୍ୟା ୦୫.୫୭ ଗତେ ୬ଷ୍ଠୀ । ଘାତଚନ୍ଦ୍ର – ନାସ୍ତି । ଘାତବାର- ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ – ନାସ୍ତି ।

undefined

Panchang

ଶୁଭ ସମୟ-

ପ୍ରାତଃ – ୦୫.୩୩ ରୁ ୦୭.୧୩
ଦିବା – ୧୦.୩୩ ରୁ ୦୧.୦୨
ରାତ୍ରି – ୦୨.୨୯ ରୁ ୦୩.୧୫

ଅଶୁଭ ସମୟ-

ରାହୁକାଳ- ଦିବା ୦୧.୨୧ ରୁ ୦୨.୫୪
କାଳବେଳା- ଦିବା ୦୨.୫୪ ରୁ ୦୪.୨୮
ବାରବେଳା- ଦିବା ୦୪.୨୮ ରୁ ୦୬.୦୧
କାଳରାତ୍ରି- ରାତ୍ରି ୧୧.୪୭ ରୁ ୦୧.୧୪

Astrological Prediction Astrology Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ