ସୈାର କୁମ୍ଭ ମାସ ଫାଲ୍ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୨୫ ତାରିଖ ଶନିବାର । ଚନ୍ଦ୍ର – ମେଷ ଅହୋରାତ୍ର,ତିଥି – ୬ଷ୍ଠୀ ରାତ୍ରି ୧୨.୨୦ ଗତେ ୭ମୀ ।ଘାତ ଚନ୍ଦ୍ର – ମେଷ ଅହୋରାତ୍ର,ଘାତ ବାର- ବୃଷ , ସିଂହ ଓ କନ୍ୟା,ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ ରାତ୍ରି ୧୨.୨୦ ଗତେ ୨ ପାଦ
Also Read
ଶୁଭ ସମୟ:
ଦିବା ୧୦.୩୩ ରୁ ୦୧.୦୯
ରାତ୍ରି ୦୮.୧୫ ରୁ ୧୦.୪୪
ରାତ୍ରି ୧୨.୨୪ ରୁ ୦୨.୦୩
ରାତ୍ରି ୦୨.୫୩ ରୁ ୦୪.୩୩
ଅଶୁଭ ସମୟ:
ଋାହୁକାଳ – ଦିବା ୦୯.୦୬ ରୁ ୧୦.୩୩
କାଳବେଳା – ପ୍ରାତଃ ୦୬.୧୩ ରୁ ୦୭.୩୯ ଓ ଦିବା ୦୪.୧୯ ରୁ ୦୫.୪୬
ବାରବେଳା – ଦିବା ୦୧.୨୬ ରୁ ୦୨.୫୩
କାଳରାତ୍ରି – ରାତ୍ରି ୦୫.୪୬ ରୁ ୦୭.୧୯