Panchang
Advertisment
ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୩ତାରିଖ ବୁଧବାର । ଚନ୍ଦ୍ର- ମିଥୁନ ଅହୋରାତ୍ର । ତିଥି- ୧୪ଶୀ ରାତ୍ରି ୦୨.୨୯ ଗତେ ଅମାବାସ୍ୟା । ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର । ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ସନ୍ଧ୍ୟା ୦୫.୫୪ ଗତେ ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ।
Advertisment
ଶୁଭ ସମୟ-
ପ୍ରାତଃ- ୦୫.୨୨ ରୁ ୦୭.୦୭
ଦିବା- ୧୦.୧୫ ରୁ ୧୧.୨୭
ଦିବା- ୦୨.୦୩ ରୁ ୦୫.୩୧
ସନ୍ଧ୍ୟା- ୦୭.୦୭ ରୁ ୧୦.୪୭
ରାତ୍ରି- ୦୧.୪୩ ରୁ ୦୨.୩୮
ରାତ୍ରି- ୦୪.୦୦ ରୁ ୦୫.୨୩
ଅଶୁଭ ସମୟ
ରାହୁକାଳ- ଦିବା ୧୧.୫୩ ରୁ ୦୧.୩୦
କାଳବେଳା- ଦିବା ୦୮.୩୮ରୁ ୧୦.୧୫
ବାରବେଳା- ଦିବା ୧୧.୫୩ ରୁ ୦୧.୩୦
କାଳରାତ୍ରି- ରାତ୍ରି ୦୨.୩୮ ରୁ ୦୪.୦୦
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)