Panchang
Advertisment
ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ। ଇଂରାଜୀ ୨୧ ତାରିଖ ଗୁରୁବାର । ଚନ୍ଦ୍ର- କର୍କଟ ଅହୋରାତ୍ର । ତିଥି – ୧୩ଶୀ ଦିବା ୧୨.୪୫ ଗତେ ୧୪ଶୀ । ଘାତଚନ୍ଦ୍ର- ନସ୍ତି । ଘାତବାର – ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ - ନାସ୍ତି ।
Advertisment
ଶୁଭ ସମୟ-
ପ୍ରାତଃ – ୦୫.୩୨ ରୁ ୦୭.୧୨
ଦିବା – ୧୦.୩୪ ରୁ ୦୧.୦୫
ରାତ୍ରି – ୦୨.୨୯ ରୁ ୦୩.୧୫
ଅଶୁଭ ସମୟ -
ରାହୁକାଳ - ଦିବା ୦୧.୨୪ ରୁ ୦୨.୫୮
କାଳବେଳା – ଦିବା ୦୨.୫୮ ରୁ ୦୪.୩୨
ବାରବେଳା- ଦିବା ୦୪.୩୨ ରୁ ୦୬.୦୭
କାଳରାତ୍ରି- ରାତ୍ରି ୧୧.୪୯ ରୁ ୦୧.୧୫
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)