Today Panchang 21st August 2023: ଜାଣନ୍ତୁ ଆଜି କେଉଁ ରାଶିର ରହିଛି ଘାତ ବାର...

ସୌର ସିଂହମାସ ଶ୍ରାବଣ (ଶୁଦ୍ଧ) ଶୁକ୍ଲ ପକ୍ଷ । ଇଂରାଜୀରେ ୨୧ ତାରିଖ ସୋମବାର । ଜାଣନ୍ତୁ ଆଜି ଆପଣଙ୍କ ଶୁଭ ଅଶୁଭ ସମୟ

ଆଜିର ପଞ୍ଚାଙ୍ଗ

ସୌର ସିଂହମାସ ଶ୍ରାବଣ (ଶୁଦ୍ଧ) ଶୁକ୍ଲ ପକ୍ଷ । ଇଂରାଜୀରେ ୨୧ ତାରିଖ ସୋମବାର । ଚନ୍ଦ୍ର- କନ୍ୟା ସନ୍ଧ୍ୟା ୦୫.୩୦ ଗତେ ତୁଳା । ତିଥି- ୫ମୀ ରାତ୍ରୀ ୦୨.୦୦ ଗତେ ୬ଷ୍ଠୀ । ଘାତ ଚନ୍ଦ୍ର- ବୃଷ ରାଶିର ସନ୍ଧ୍ୟା ୦୫.୩୦ । ଘାତ ବାର- ମିଥୁନ । ପୁଷ୍କର ଦୋଷ- ନାସ୍ତି ।

ଶୁଭ ସମୟ

ପ୍ରାତଃ- ୦୫.୩୨ରୁ ୦୭.୦୬

ଦିବା- ୧୦.୩୪ରୁ ୦୧.୦୫

ଦିବା- ୦୪.୩୩ରୁ ୦୫.୧୭

ସନ୍ଧ୍ୟା- ୦୬.୫୩ରୁ ୦୯.୧୦

ରାତ୍ରି- ୧୧.୪୯ରୁ ୦୨.୨୯

ଅଶୁଭ ସମୟ

ରାହୁକାଳ- ପ୍ରାତଃ ୦୭.୦୬ରୁ ୦୮.୪୦

କାଳ ବେଳା- ପ୍ରାତଃ ୦୭.୦୬ରୁ ୦୮.୪୦

ବାର ବେଳା- ଦିବା ୦୨.୫୮ରୁ ୦୪.୩୩

କାଳ ରାତ୍ରି- ରାତ୍ରି ୧୦.୨୪ରୁ ୧୧.୪୯