Panchang
ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ। ଇଂରାଜୀ ୧୯ ତାରିଖ ଶନିବାର । ଚନ୍ଦ୍ର- ମେଷ ଅହୋରାତ୍ର । ତିଥି – ୯ମୀ ଦିବା ୦୨.୪୨ ଗତେ ୧୦ମୀ । ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର । ଘାତବାର – ବୃଷ,ସିଂହ ଓ କନ୍ୟା ରାଶିର । ପୁଷ୍କର ଦୋଷ– ୧ପାଦ-କୃଷିହାନି-ଭୂମିଦାନ ରାତ୍ରି ୧୨.୩୭ ଗତେ ୨ପାଦ-କୃଷି ଓ ବଂଶ ହାନି-ଭୂମି ଓ ତିଳକାଞ୍ଚନ ଦାନ ।
ଶୁଭ ସମୟ -
ଦିବା – ୧୦.୧୫ ରୁ ୦୧.୧୧
ରାତ୍ରି – ୦୮.୩୫ ରୁ ୧୦.୪୭
ରାତ୍ରି – ୧୨.୧୫ ରୁ ୦୧.୪୨
ରାତ୍ରି – ୦୨.୨୬ ରୁ ୦୩.୫୪
ଅଶୁଭ ସମୟ -
ରାହୁକାଳ - ଦିବା ୦୮.୩୫ ରୁ ୧୦.୧୫
କାଳବେଳା – ପ୍ରାତଃ ୦୫.୨୧ ରୁ ୦୬.୫୯ ଓ ଦିବା ୦୪.୪୬ ରୁ ୦୬.୨୪
ବାରବେଳା- ଦିବା ୦୧.୩୦ ରୁ ୦୩.୦୮
କାଳରାତ୍ରି- ସନ୍ଧ୍ୟା ୦୬.୨୪ ରୁ ୦୭.୪୬ ଓ ରାତ୍ରି ୦୩.୫୯ ରୁ ୦୫.୨୧
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)