Advertisment

Today Panchang 17th July 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ। ଇଂରାଜୀ ୧୭ ତାରିଖ ଗୁରୁବାର । ଚନ୍ଦ୍ର- ମୀନ ରାତ୍ରି ୦୩.୩୮ ଗତେ ମେଷ । ତିଥି – ୭ମୀ ସନ୍ଧ୍ୟା ୦୭.୦୯ ଗତେ ୮ମୀ । ଘାତଚନ୍ଦ୍ର- ଧନୁ ରାଶିର, ରାତ୍ରି ୦୩.୩୮ ଗତେ ମେଷ ରାଶିର । ଘାତବାର – ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ– ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ସନ୍ଧ୍ୟା ୦୭.୦୯ ପର୍ଯ୍ୟନ୍ତ ।

undefined

Panchang

ଶୁଭ ସମୟ –

ପ୍ରାତଃ – ୦୫.୨୦ ରୁ ୦୭.୦୫

ଦିବା – ୧୦.୩୪ ରୁ ୦୧.୧୧

ରାତ୍ରି – ୦୨.୨୬ ରୁ ୦୩.୦୯

ଅଶୁଭ ସମୟ -

ରାହୁକାଳ - ଦିବା ୦୧.୩୦ ରୁ ୦୩.୦୮

କାଳବେଳା – ଦିବା ୦୩.୦୮ ରୁ ୦୪.୪୬

ବାରବେଳା- ଦିବା ୦୪.୪୬ ରୁ ୦୬.୨୪

କାଳରାତ୍ରି- ରାତ୍ରି ୧୧.୫୨ ରୁ ୦୧.୧୫

Astrology Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ