Advertisment

Today Panchang 17th August 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ। ଇଂରାଜୀ ୧୭ ତାରିଖ ରବିବାର । ଚନ୍ଦ୍ର- ବୃଷ ଅହୋରାତ୍ର । ତିଥି – ୯ମୀ ସନ୍ଧ୍ୟା ୦୭.୨୪ ଗତେ ୧୦ମୀ ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର । ଘାତବାର –  ମେଷ ରାଶିର । ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ।

undefined

Panchang

Advertisment

ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ। ଇଂରାଜୀ ୧୭ ତାରିଖ ରବିବାର । ଚନ୍ଦ୍ର- ବୃଷ ଅହୋରାତ୍ର । ତିଥି – ୯ମୀ ସନ୍ଧ୍ୟା ୦୭.୨୪ ଗତେ ୧୦ମୀ
ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର । ଘାତବାର –  ମେଷ ରାଶିର । ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ।

Advertisment

ଶୁଭ ସମୟ-

ପ୍ରାତଃ – ୦୫.୩୧ ରୁ ୦୯.୪୪
ଦିବା – ୦୧.୨୫ ରୁ ୦୧.୫୭
ସନ୍ଧ୍ୟା – ୦୬.୫୫ ରୁ ୦୯.୧୧
ରାତ୍ରି – ୧୨.୧୩ ରୁ ୦୧.୧୫
ରାତ୍ରି – ୦୨.୪୧ ରୁ ୦୩.୧୫

ଅଶୁଭ ସମୟ - 

ରାହୁକାଳ - ଦିବା ୦୪.୩୫ ରୁ ୦୬.୧୦
କାଳବେଳା – ଦିବା ୧୧.୫୦ ରୁ ୦୧.୨୫
ବାରବେଳା- ଦିବା ୧୦.୧୫ ରୁ ୧୧.୫୦
କାଳରାତ୍ରି- ରାତ୍ରି ୦୧.୧୫ ରୁ ୦୨.୪୧

Advertisment
Astrological Prediction Astrology Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ