Today Panchang 14th Nov 2022: ଶୁଭ ମୁହୂର୍ତ୍ତ ଦେଖି ଗୃହ ପ୍ରବେଶ କରନ୍ତୁ, ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ତୁଳା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Today Panchang

ସୈାର ତୁଳା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ସୋମବାର । ଚନ୍ଦ୍ର   – ମିଥୁନ ପ୍ରାତଃ ୦୬/୨୯ ଗତେ କର୍କଟ ତିଥି- ୬ଷ୍ଠୀ ରାତ୍ରି ୦୩/୨୪ ଗତେ ୭ମୀ, ଘାତ ଚନ୍ଦ୍ର-  କନ୍ୟା ପ୍ରାତଃ ୦୬/୨୯ ପର୍ଯ୍ୟନ୍ତ, ଘାତ ବାର – ମିଥୁନ, ପୁଷ୍କର ଦୋଷ – ୧ପାଦ- କୁଟୁମ୍ଭହାନି- ତିଳକାଞନ ଦାନ ଦିବା ୦୧/୧୪ ପର୍ଯ୍ୟନ୍ତ

ଶୁଭ ସମୟ-

ପ୍ରାତଃ ୦୫/୫୮ ରୁ ୦୭/୨୧

ଦିବା ୦୮/୫୫ ରୁ ୧୧/୦୮

ଋାତ୍ରି ୦୭/୩୮ ରୁ ୦୯/୫୪

ରାତ୍ରି ୦୨/୩୨ ରୁ ୦୩/୨୩

ଅଧିକ ପଢ଼ନ୍ତୁ: ଆପଣଙ୍କ ଘର ଦକ୍ଷିଣ ମୁହାଁ କି? ଆସିପାରେ ବିପଦ; ମାନନ୍ତୁ ଏହି ନିୟମ

ଅଶୁଭ ସମୟ-

ଋାହୁକାଳ - ପ୍ରାତଃ ୦୭/୨୧ ରୁ ୦୮/୪୪

କାଳବେଳା - ପ୍ରାତଃ ୦୭/୨୧ ରୁ ୦୮/୪୪

ବାରବେଳା – ଦିବା ୦୨/୧୭ ରୁ ୦୩/୪୦

କାଳରାତ୍ରି - ରାତ୍ରି ୦୯/୫୪ ରୁ ୧୧/୩୧