Advertisment

Today Panchang 13th July 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

ସୈାର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ। ଇଂରାଜୀ ୧୩ ତାରିଖ ରବିବାର । ଚନ୍ଦ୍ର- ମକର ସନ୍ଧ୍ୟା ୦୬.୫୩ ଗତେ କୁମ୍ଭ । ତିଥି – ୩ୟା ରାତ୍ରି ୦୧.୦୨ଗତେ ୪ର୍ଥୀ । ଘାତଚନ୍ଦ୍ର- ସିଂହ ରାଶିର , ସନ୍ଧ୍ୟା ୦୬.୫୩ ଗତେ ମିଥୁନ ଓ ମୀନ ରାଶିର । ଘାତବାର – ମେଷ ରାଶିର । ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ।

undefined

Panchang

ଶୁଭ ସମୟ –

ପ୍ରାତଃ – ୦୭.୦୪ ରୁ ୦୯.୪୧

ଦିବା – ୦୧.୩୦ ରୁ ୦୨.୫୫

ଦିବା – ୦୪.୪୦ ରୁ ୦୪.୪୭

ସନ୍ଧ୍ୟା – ୦୬.୨୫ ରୁ ୦୭.୫୨

ରାତ୍ରି – ୧୦.୪୭ ରୁ ୧୨.୫୭

ଅଶୁଭ ସମୟ -

ରାହୁକାଳ - ଦିବା ୦୪.୪୭ ରୁ ୦୬.୨୫

କାଳବେଳା – ଦିବା ୧୧.୫୨ ରୁ ୦୧.୩୦

ବାରବେଳା- ଦିବା ୧୦.୧୪ ରୁ ୧୧.୫୨

କାଳରାତ୍ରି- ରାତ୍ରି ୦୧.୧୪ ରୁ ୦୨.୩୬

Astrology Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ