Panchang
ସୈାର କର୍କଟ ମାସ ଭାଦ୍ରବ କୃଷ୍ଣପକ୍ଷ। ଇଂରାଜୀ ୧୨ ତାରିଖ ମଙ୍ଗଳବାର । ଚନ୍ଦ୍ର- କୁମ୍ଭ ପ୍ରାତଃ ୦୬.୧୦ ଗତେ ମୀନ । ତିଥି – ୩ୟା ଦିବା ୦୮.୪୧ ଗତେ ୪ର୍ଥୀ । ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର , ପ୍ରାତଃ ୦୬.୧୦ ଗତେ ଧନୁ ରାଶିର । ଘାତବାର – ମକର ରାଶିର । ପୁଷ୍କର ଦୋଷ– ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ଦିବା ୧୧.୫୧ ଗତେ ୧ପାଦ-କୃଷିହାନି-ଭୂମିଦାନ ।
ଶୁଭ ସମୟ-
ଦିବା – ୦୮.୪୦ ରୁ ୧୦.୩୫
ଦିବା – ୦୧.୦୭ ରୁ ୦୧.୨୭
ଦିବା – ୦୪.୩୮ ରୁ ୦୫.୨୨
ସନ୍ଧ୍ୟା – ୦୬.୧୩ ରୁ ୦୬.୫୮
ରାତ୍ରି – ୦୯.୧୩ ରୁ ୧୧.୨୯
ରାତ୍ରି – ୦୧.୪୪ ରୁ ୦୩.୧୪
ଅଶୁଭ ସମୟ -
ରାହୁକାଳ - ଦିବା ୦୩.୦୨ ରୁ ୦୪.୩୮
କାଳବେଳା – ଦିବା ୦୧.୨୭ ରୁ ୦୩.୦୨
ବାରବେଳା- ପ୍ରାତଃ ୦୭.୦୫ ରୁ ୦୮.୪୦
କାଳରାତ୍ରି- ରାତ୍ରି ୦୭.୩୮ ରୁ ୦୯.୦୨
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)