Advertisment

Today Panchang 11th August 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

ସୈାର କର୍କଟ ମାସ ଭାଦ୍ରବ କୃଷ୍ଣପକ୍ଷ। ଇଂରାଜୀ ୧୧ ତାରିଖ ସୋମବାର । ଚନ୍ଦ୍ର- କୁମ୍ଭ ଅହୋରାତ୍ର । ତିଥି – ୨ୟା ଦିବା ୧୦.୩୪ ଗତେ ୩ୟା । ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର ଅହୋରାତ୍ର । ଘାତବାର –  ମିଥୁନ ରାଶିର । ପୁଷ୍କର ଦୋଷ– ୧ପାଦ-ପଶୁସମ୍ପଦନାଶ-ଅନ୍ନଦାନ ଦିବା ୧୦.୩୪ ପର୍ଯ୍ୟନ୍ତ,ତା’ପରେ  ଦିବା ୧୨.୫୯ ଗତେ ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ।

undefined

Panchang

ଶୁଭ ସମୟ-

ପ୍ରାତଃ – ୦୫.୨୯ ରୁ ୦୭.୦୫
ଦିବା – ୧୦.୩୫ ରୁ ୦୧.୦୮
ଦିବା – ୦୪.୩୮ ରୁ ୦୫.୨୩
ସନ୍ଧ୍ୟା – ୦୬.୫୯ ରୁ ୦୯.୧୪
ରାତ୍ରି – ୧୧.୫୧ ରୁ ୦୨.୨୯

ଅଶୁଭ ସମୟ - 

ରାହୁକାଳ - ପ୍ରାତଃ ୦୭.୦୫ ରୁ ୦୮.୪୦
କାଳବେଳା – ପ୍ରାତଃ ୦୭.୦୫ ରୁ ୦୮.୪୦
ବାରବେଳା- ଦିବା ୦୩.୦୨ ରୁ ୦୪.୩୮
କାଳରାତ୍ରି- ରାତ୍ରି ୧୦.୨୭ ରୁ ୧୧.୫୧

Advertisment
Astrological Prediction Astrology Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ