Advertisment

Today Panchang 10th August 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

ସୈାର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ। ଇଂରାଜୀ ୧୦ ତାରିଖ ରବିବାର । ଚନ୍ଦ୍ର- କୁମ୍ଭ ଅହୋରାତ୍ର । ତିଥି – ପ୍ରତିପଦ ଦିବା ୧୨.୧୦ ଗତେ ୨ୟା । ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର ଅହୋରାତ୍ର । ଘାତବାର –  ମେଷ ରାଶିର । ପୁଷ୍କର ଦୋଷ– ୧ପାଦ-କୃଷିହାନି-ଭୂମିଦାନ ଦିବା ୧୨.୧୦ ଗତେ ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ।

undefined

Panchang

ଶୁଭ ସମୟ-

ପ୍ରାତଃ – ୦୫.୨୯ ରୁ ୦୯.୪୪
ଦିବା – ୦୧.୨୭ ରୁ ୦୧.୫୯
ସନ୍ଧ୍ୟା – ୦୬.୫୯ ରୁ ୦୯.୧୪
ରାତ୍ରି – ୧୨.୧୪ ରୁ ୦୧.୧୬
ରାତ୍ରି – ୦୨.୪୦ ରୁ ୦୩.୧୪

ଅଶୁଭ ସମୟ - 

ରାହୁକାଳ - ଦିବା ୦୪.୩୯ ରୁ ୦୬.୧୪
କାଳବେଳା – ଦିବା ୧୧.୫୧ ରୁ ୦୧.୨୭
ବାରବେଳା- ଦିବା ୧୦.୧୬ ରୁ ୧୧.୫୧
କାଳରାତ୍ରି- ରାତ୍ରି ୦୧.୧୬ ରୁ ୦୨.୪୦

Advertisment
Astrological Prediction Astrology Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ