ଅଦ୍ୟତନ ହୋଇଛି
Panchang
Advertisment
ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଳପକ୍ଷ। ଇଂରାଜୀ ୦୭ ତାରିଖ ଶନିବାର।ଚନ୍ଦ୍ର- ତୁଳା ଅହୋରାତ୍ର।ତି ଥ- ୧୨ଶୀ ଅହୋରାତ୍ର। ଘାତଚନ୍ଦ୍ର- ନାସ୍ତି।ୟଘାତବାର- ବୃଷ , ସିଂହ, କନ୍ୟା ରାଶିର।ପୁଷ୍କର ଦୋଷ- ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ଅହୋରାତ୍ର।
Advertisment
ଶୁଭ ସମୟ –
ଦିବା – ୧୦.୦୬ ରୁ ୧୨.୧୧
ଦିବା – ୦୩.୦୩ ରୁ ୦୩.୪୨
ରାତ୍ରି – ୦୭.୪୧ ରୁ ୦୭.୪୭
ରାତ୍ରି- ୧୧.୨୩ ରୁ ୦୧.୩୪
ରାତ୍ରି – ୦୩.୦୦ ରୁ ୦୩.୪୯
ଅଶୁଭ ସମୟ-
ରାହୁକାଳ- ଦିବା ୦୮.୨୮ ରୁ ୧୦.୦୬
କାଳବେଳା- ପ୍ରାତଃ ୦୫.୧୦ ରୁ ୦୬.୪୯ ଓ ଦିବା ୦୪.୪୧ ରୁ ୦୬.୨୦
ବାରବେଳା- ଦିବା ୦୧.୨୪ ରୁ ୦୩.୦୩
କାଳରାତ୍ରି- ସନ୍ଧ୍ୟା ୦୬.୨୦ ରୁ ୦୭.୪୧ ଓ ରାତ୍ରି ୦୩.୪୯ ରୁ ୦୫.୧୦
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1740280214.jpg)