Panchang
Advertisment
ବୃଷ ମାସ ଜ୍ୟେଷ୍ଠ ଶୁକ୍ଳପକ୍ଷ । ଇଂରାଜୀରେ ୩୧ତାରିଖ ଶନିବାର। ଚନ୍ଦ୍ର-କର୍କଟ ଅହୋରାତ୍ର। ତିଥୀ-୫ମୀ ରାତ୍ରି ୦୮.୧୫ ଗତେ ୬ଷ୍ଠୀ। ଘାତଚନ୍ଦ୍ର-ନାସ୍ତି।ଘାତବାର-ବୃଷ,ସିଂହ ଓ କନ୍ୟା ରାଶିର। ପୁଷ୍କର ଦୋଷ- ୧ପାଦ-କୃଷିହାନି-ଭୂମିଦାନ।
Advertisment
ଶୁଭସମୟ-
ଦିବା-୧୦.୦୬ ରୁ ୧୨.୧୦
ଦିବା-୦୩.୦୧ ରୁ ୦୩.୪୦
ରାତ୍ରି-୦୭.୩୯ ରୁ ୦୭.୪୪
ରାତ୍ରି-୧୧.୨୨ ରୁ ୦୧.୩୩
ରାତ୍ରି-୦୩.୦୦ ରୁ ୦୩.୪୯
ଅଶୁଭସମୟ-
ରାହୁକାଳ- ଦିବା ୦୮.୨୭ ରୁ ୧୦.୦୬
କାଳବେଳା-ପ୍ରାତଃ ୦୫.୧୧ ରୁ ୦୬.୪୯ ଓ ଦିବା ୦୪.୩୯ ରୁ ୦୬.୧୭
ବାରବେଳା- ଦିବା ୦୧.୨୨ ରୁ ୦୩.୦୧
କାଳରାତ୍ରି-ସନ୍ଧ୍ୟା ୦୬.୧୭ ରୁ ୦୭.୩୯ ଓ ରାତ୍ରି ୦୩.୪୯ ରୁ ୦୫.୧୦
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)