Panchang Today 2nd Nov 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୦୨ ତାରିଖ ଗୁରୁବାର । ଚନ୍ଦ୍ର- ମିଥୁନ ଅହୋରାତ୍ର । ତିଥି- ୫ମୀ ରାତ୍ରି ୦୯.୫୨ ଗତେ ୬ଷ୍ଠୀ । ଜାଣନ୍ତୁ ଆଜି କେଉଁ ସମୟ ରହିଛି ଆପଣଙ୍କ ପାଇଁ ଶୁଭ....

ଆଜିର ପଞ୍ଚାଙ୍ଗ

ସୈାର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୦୨ ତାରିଖ ଗୁରୁବାର । ଚନ୍ଦ୍ର- ମିଥୁନ ଅହୋରାତ୍ର । ତିଥି- ୫ମୀ ରାତ୍ରି ୦୯.୫୨ ଗତେ ୬ଷ୍ଠୀ । ଘାତ ଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର । ଘାତ ବାର- ତୁଳା ଓ କୁମ୍ଭ ରାଶିର ପୁଷ୍କର ଦୋଷ – ନାସ୍ତି ।

ଶୁଭ ସମୟ

ପ୍ରାତଃ- ୦୫.୫୧ରୁ ୦୭.୨୧

ସନ୍ଧ୍ୟା- ୦୫.୫୯ରୁ ୦୯.୨୩

ରାତ୍ରି- ୦୧.୦୫ରୁ ୦୩.୧୯

ରାତ୍ରି- ୦୪.୧୦ରୁ ୦୫.୫୨

ଅଶୁଭ ସମୟ

ଋାହୁକାଳ- ଦିବା ୧୨.୫୪ରୁ ୦୨.୧୯

କାଳବେଳା- ଦିବା ୦୨.୧୯ରୁ ୦୩.୪୩

ବାରବେଳା- ଦିବା ୦୩.୪୩ରୁ ୦୫.୦୮

କାଳରାତ୍ରି- ରାତ୍ରି ୧୧.୩୦ରୁ ୦୧.୦୫