Panchang Today 29th January 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ମକରମାସ ମାଘ କୃଷ୍ଣପକ୍ଷ । ଇଂରାଜୀ ୨୯ ତାରିଖ ସୋମବାର । ଚନ୍ଦ୍ର- ସିଂହ ରାତ୍ରି ୦୧.୪୪ ଗତେ କନ୍ୟା । ତିଥି- ୪ର୍ଥୀ ଅହୋରାତ୍ର । ଘାତଚନ୍ଦ୍ର- କର୍କଟ ଓ ମକର ରାଶିର,ରାତ୍ରି ୦୧.୪୪ ଗତେ ବୃଷ ରାଶିର ।

ଆଜିର ପଞ୍ଚାଙ୍ଗ

ସୌର ମକରମାସ ମାଘ କୃଷ୍ଣପକ୍ଷ । ଇଂରାଜୀ ୨୯ ତାରିଖ ସୋମବାର । ଚନ୍ଦ୍ର- ସିଂହ ରାତ୍ରି ୦୧.୪୪ ଗତେ କନ୍ୟା । ତିଥି- ୪ର୍ଥୀ ଅହୋରାତ୍ର । ଘାତଚନ୍ଦ୍ର- କର୍କଟ ଓ ମକର ରାଶିର,ରାତ୍ରି ୦୧.୪୪ ଗତେ ବୃଷ ରାଶିର । ଘାତବାର- ମିଥୁନ ରାଶିର । ପୁଷ୍କର ଦୋଷ- ସନ୍ଧ୍ୟା ୦୬.୫୭ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ।

ଶୁଭ ସମୟ

ପ୍ରାତଃ- ୦୬.୨୬ରୁ ୦୭.୪୯

ଦିବା-୧୦.୫୩ରୁ ୦୧.୦୬

ଦିବା-୦୪.୦୯ରୁ ୦୪.୪୮

ସନ୍ଧ୍ୟା-୦୬.୨୪ରୁ ୦୮.୫୯

ରାତ୍ରି-୧୧.୫୯ରୁ ୦୩.୦୦

ଅଧିକ ପଢ଼ନ୍ତୁ: ଏହି ଦିନଗୁଡିକରେ ଆରମ୍ଭ କରନ୍ତୁ ଗୃହ ନିର୍ମାଣ; ଆସିବ ନାହିଁ ସମସ୍ୟା

ଅଶୁଭ ସମୟ

ରାହୁକାଳ- ପ୍ରାତଃ ୦୭.୪୯ ରୁ ୦୯.୧୩

କାଳବେଳା-ପ୍ରାତଃ ୦୭.୪୯ ରୁ ୦୯.୧୩

ବାରବେଳା- ଦିବା ୦୨.୪୬ ରୁ ୦୪.୦୯

କାଳରାତ୍ରି- ରାତ୍ରି ୧୦.୨୨ ରୁ ୧୧.୫୯