Panchang Today 18th September 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୮ ତାରିଖ ବୁଧବାର ଚନ୍ଦ୍ର- କୁମ୍ଭ ପ୍ରାତଃ ୦୫.୪୪ ଗତେ ମୀନ ତିଥି- ପୂର୍ଣ୍ଣିମା ଦିବା ୦୮.୦୪ ଗତେ ପ୍ରତିପଦ ରାତ୍ରି ୦୪.୧୯ ଗତେ ୨ୟା । 

Panchang Today

ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୮ ତାରିଖ ବୁଧବାର ଚନ୍ଦ୍ର- କୁମ୍ଭ ପ୍ରାତଃ ୦୫.୪୪ ଗତେ ମୀନ ତିଥି- ପୂର୍ଣ୍ଣିମା ଦିବା ୦୮.୦୪ ଗତେ ପ୍ରତିପଦ ରାତ୍ରି ୦୪.୧୯ ଗତେ ୨ୟା । ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର, ପ୍ରାତଃ ୦୫.୪୪ ଗତେ ଧନୁ ରାଶିର ଘାତବାର- କର୍କଟ ରାଶିର ପୁଷ୍କର ଦୋଷ- ୧ ପାଦ-କୁତୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୧୧.୦୦ ପର୍ଯ୍ୟନ୍ତ ରାତ୍ରି ୦୪.୧୯ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ।

ଶୁଭସମୟ-
ପ୍ରାତଃ- ୦୫.୩୮ ରୁ ୦୮.୦୩

ଦିବା- ୧୦.୨୮ ରୁ ୧୧.୪୦
ଦିବା- ୦୧.୪୧ ରୁ ୦୪.୦୬
ସନ୍ଧ୍ୟା- ୦୬.୩୦ ରୁ ୦୭.୧୮
ରାତ୍ରି- ୦୮.୫୩ ରୁ ୦୨.୩୯
ରାତ୍ରି- ୦୪.୦୯ ରୁ ୦୫.୩୮

ଅଶୁଭସମୟ- 
ରାହୁକାଳ- ଦିବା ୧୧.୪୦ ରୁ ୦୧.୧୧
କାଳବେଳା- ଦିବା ୦୮.୩୯ ରୁ ୧୦.୧୦
ବାରବେଳା- ଦିବା ୧୧.୪୦ ରୁ ୦୧.୧୧
କାଳରାତ୍ରି- ରାତ୍ରି ୦୨.୩୯ ରୁ ୦୪.୦୯