Panchang Today 13th Jan 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର ଧନୁମାସ  ପୌଷ ଶୁକ୍ଳପକ୍ଷ । ଇଂରାଜୀ ୧୩ ତାରିଖ ଶନିବାର। ଚନ୍ଦ୍ର- ମକର ରାତ୍ରି ୧୧.୩୫ ଗତେ କୁମ୍ଭ, ତିଥି- ୨ୟା ଦିବା ୧୧.୧୧ ଗତେ ୩ୟା, ଘାତଚନ୍ଦ୍ର- ସିଂହ ରାଶିର, ରାତ୍ରି ୧୧.୩୫ ଗତେ ମିଥୁନ ଓ ମୀନ ରାଶିର, ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର, ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି ଭୂମି ଓ ଅନ୍ନଦାନ ଦିବା ୧୧.୧୧ ଗତେ ୧ ପାଦ-କୃଷିହାନି-ଭୂମିଦାନ

Panchanga

ଶୁଭ ସମୟ:

ପ୍ରାତଃ- ୦୭.୫୫ ରୁ ୦୯.୧୧

ଦିବା- ୧୨.୧୬ ର୍‌ୁ ୦୧.୧୬

ଦିବା- ୦୨.୩୮ ରୁ ୦୩.୧୧

ଦିବା- ୦୩.୫୫ ରୁ ୦୪.୦୦

ରାତ୍ରି- ୦୨.୫୮ ରୁ ୦୩.୫୦

ଅଶୁଭ ସମୟ:

ରାହୁକାଳ - ଦିବା ୦୯.୧୧ ରୁ ୧୦.୩୩

କାଳବେଳା- ପ୍ରାତଃ ୦୬.୨୭ ରୁ ୦୭.୪୯ ଓ ଦିବା ୦୪.୦୦ ରୁ ୦୫.୨୨

ବାରବେଳା- ଦିବା ୦୧.୧୬ ରୁ ୦୨.୩୮

କାଳରାତ୍ରି- ସନ୍ଧ୍ୟା ୦୫.୨୨ ରୁ ୦୭.୦୦ ଓ ନିଶାନ୍ତ ୦୪.୪୯ ରୁ ୦୬.୨୭