Advertisment

ଭୋର ସମୟରେ ଭୟଙ୍କର ଦୁର୍ଘଟଣା: ଘାଟିକୁ ଖସିଲା ବସ୍, ୧୩ ମୃତ

ଘାଟିକୁ ଖସିଲା ବସ୍। ଏଥିରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆଗକୁ ବଢ଼ିପାରେ ଆଶଙ୍କା କରାଯାଉଛି।

ଅଦ୍ୟତନ ହୋଇଛି
Maharashtra Bus Accident

Bus falls into ditch in Maharashtra

Advertisment

ଘାଟିକୁ ଖସିଲା ବସ୍। ଏଥିରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି। ମହାରାଷ୍ଟ୍ରର ରାଇଗଡ଼ ଜିଲ୍ଲାରେ ଆଜି ଭୋର ସମୟ ସାଢ଼େ ୪ଟାରୁ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତ୍ୟୁ ସଂଖ୍ୟା ଆଗକୁ ବଢ଼ିପାରେ ଆଶଙ୍କା କରାଯାଉଛି। 

Advertisment

ସୂଚନା ଅନୁସାର, ଯାତ୍ରୀଙ୍କୁ ଧରି ବସ୍ ପୁଣେର ପିମ୍ପଲ ଗୁରାଭରୁ ଗୋରେଗାଓଁ ଅଭିମୁଖେ ଯାତ୍ରା କରୁଥିଲା। ଏହି ସମୟରେ ପୁଣେ-ରାଇଗଡ଼ ସୀମା ନିକଟରେ ବସ୍ ଘାଟିକୁ ଖସି ପଡ଼ିଥିଲା। ଦୁର୍ଘଟଣା ସମୟରେ ଗାଡ଼ିରେ ୪୧ ଜଣ ଯାତ୍ରୀ ଥିଲେ। ଖବରପାଇ ପୋଲିସ୍ ଓ ରେସ୍କ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। 

Bus Accident Road Accident Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ