କୋଠା ଭୁଶୁଡ଼ି ୨ ମୃତ; ଆହୁରି ଅନେକ ଚାପି ହୋଇଥିବା ଆଶଙ୍କା Photograph: (OTV)
Advertisment
କୋଠା ଭୁଶୁଡି ୨ ମୃତ। ରାଜସ୍ଥାନ କୋଟାରେ କୋଠା ଭୁଶୁଡ଼ି ୨ ଜଣଙ୍କ ମୃତ୍ୟୁ ହୋଇଛି। ଚାପି ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୫ ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବିଲ୍ଡିଂ ପରିସରରେ ଏକ ରେଷ୍ଟୁରାଣ୍ଟ ମଧ୍ୟ ଥିଲା। ଏକ ନିର୍ମାଣ କାମ ଚାଲିଥିବା ବେଳେ କୋଠା ଭୁଶୁଡ଼ିଥିଲା।
Advertisment
ଭଗ୍ନାବଶେଷ ତଳେ ଆହୁରି ଅନେକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। NDRF, SDRF ଓ ଅଗ୍ନିଶମବାହିିନୀ ସହାୟତାରେ ଚାଲିଛି ରେସକ୍ୟୁ ଅପରେସନ।
- ରାଜସ୍ଥାନ କୋଟାରେ ଭୁଶୁଡ଼ିଲା ୩ ମହଲା କୋଠା
- ଚାପି ହୋଇ ୨ ଜଣଙ୍କ ମୃତ୍ୟୁ, ୧୫ ଆହତ ହସ୍ପିଟାଲରେ ଭର୍ତ୍ତି
- ବିଲ୍ଡିଂ ପରିସରରେ ଏକ ରେଷ୍ଟୁରାଣ୍ଟ ମଧ୍ୟ ଥିଲା
- ଏକ ନିର୍ମାଣ କାମ ଚାଲିଥିବା ବେଳେ କୋଠା ଭୁଶୁଡ଼ିଲା
- ଭଗ୍ନାବଶେଷ ତଳେ ଆହୁରି ଅନେକ ଚାପି ହୋଇ ରହିଥିବା ଆଶଙ୍କା
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/08/construction-time-building-collapse-2026-02-08-12-02-46.jpg)