ଦୋକାନ ଭିତରେ ଧସେଇ ପଶିଲା ଟ୍ରକ୍ Photograph: (OTV)
Advertisment
ଦୋକାନ ଭିତରେ ଧସେଇ ପଶିଲା ଟ୍ରକ୍। ହୋଟେଲରେ ଖାଉଥିଲେ ଲୋକେ, ଠିକ୍ ଏତିକି ବେଳେ ପଶିଗଲା ଟ୍ରକ୍। ଏଭଳି କିଛି ଘଟଣାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଇଛି। ଗୁଜରାଟର ଘଟଣା ଏବେ ବେଶ୍ ଚର୍ଚ୍ଚାରେ ରହିଛି।
Advertisment
ଗୁଜରାଟ ମହାରାଷ୍ଟ୍ର ସୀମା ତାଲାସରୀ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ହେଲେ ଦୁର୍ଘଟଣା ବେଳେ କେହି ଘଟଣାସ୍ଥଳରେ ନଥିବାରୁ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛି।
- ଦୋକାନ ଭିତରେ ଧସେଇ ପଶିଲା ଟ୍ରକ୍
- ହୋଟେଲରେ ଖାଉଥିଲେ ଲୋକେ, ପଶିଗଲା ଟ୍ରକ୍
- ଗୁଜରାଟର ଭିଡିଓ, ସୋସିଆଲ୍ ମିଡିଆରେ ଭାଇରାଲ୍
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/10/truck-crashes-into-shop-2026-02-10-18-45-24.jpg)