Advertisment

Maharashtra Politics Shaken: ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ର ପାୱାରଙ୍କୁ ଭେଟିଲେ ଏକନାଥ ଓ ଫଡନାଭିସ୍

ବାରାମତିରେ ଦେବେନ୍ଦ୍ର ଫଡନାଭିସ୍ ଓ ଏକନାଥ ସିନ୍ଦେ। ସୁନେତ୍ର ପାୱାରଙ୍କୁ ଭେଟିଲେ ଏକନାଥ ଓ ଫଡନାଭିସ୍। ଅଜିତ ପାୱାରଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ବାରାମତିରେ ପହଞ୍ଚିଛନ୍ତି। ମହାରାଷ୍ଟ୍ର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ମଧ୍ୟ ଉପସ୍ଥିତ।

Maharashtra Politics Shaken

ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ର ପାୱାରଙ୍କୁ ଭେଟିଲେ ଏକନାଥ ଓ ଫଡନାଭିସ୍ Photograph: (OTV)

Advertisment

ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ରାଜନୀତିର ଟାଣୁଆ ନେତା ଅଜିତ ପାୱାରଙ୍କ ମୃତ୍ୟୁରେ ସମସ୍ତେ ମର୍ମାହତ। ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ବାରାମତିରେ ପହଞ୍ଚିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। 

Advertisment

ବାରାମତିରେ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ର ପାୱାରଙ୍କୁ ଭେଟିଛନ୍ତି। ମହାରାଷ୍ଟ୍ର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ମଧ୍ୟ ସୁନେତ୍ର ପାୱାରଙ୍କୁ ଭେଟି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

  • ବାରାମତିରେ ଦେବେନ୍ଦ୍ର ଫଡନାଭିସ୍ ଓ ଏକନାଥ ସିନ୍ଦେ
  • ସୁନେତ୍ର ପାୱାରଙ୍କୁ ଭେଟିଲେ ଏକନାଥ ଓ ଫଡନାଭିସ୍ 
  • ଅଜିତ ପାୱାରଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ବାରାମତିରେ ପହଞ୍ଚିଛନ୍ତି
  • ମହାରାଷ୍ଟ୍ର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ମଧ୍ୟ ଉପସ୍ଥିତ
Advertisment
Plane Crash Maharastra Political News Today
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ