ହିଂସା ଛାଡ଼ିଲେ, ସଂସାର ଗଢିଲେ Photograph: (OTV)
Advertisment
ହିଂସା ଛାଡ଼ିଲେ, ସଂସାର ଗଢିଲେ । ଆତ୍ମସମର୍ପଣ ପରେ ବିବାହ ବନ୍ଧନରେ ବାନ୍ଧିହେଲେ ୧୦ରୁ ଅଧିକ ମାଓ ଦମ୍ପତି। ଛତିଶଗଡ ସରକାରଙ୍କ କନ୍ୟା ବିବାହ ଯୋଜନାରେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସାମୁହିକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
Advertisment
ସୁକମା,ବସ୍ତର,ବିଜାପୁର ଏବଂ ଗରିଆବନ୍ଧ ଜିଲ୍ଲାରେ ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ନୂଆ ଜୀବନ ଆରମ୍ଭ କରିଛନ୍ତି। ଛତିଶଗଡ଼ ସିଏମ ନବଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ଏଥିସହ ରାଜ୍ୟର ବହୁ ମନ୍ତ୍ରୀ ଏବଂ ବିଧାୟକମାନେ ମଧ୍ୟ ସାମୂହିକ ବିବାହ ଉତ୍ସବରେ ଯୋଗ ଦେଇଥିଲେ । ହିଂସା ଛାଡ଼ିଲେ, ସଂସାର ଗଢିଲେ
- ବିବାହ ବନ୍ଧନରେ ବାନ୍ଧିହେଲେ ଆତ୍ମସମର୍ପଣ କରିଥିବା ମାଓବାଦୀ
- ଛତିଶଗଡ଼ରେ ୧୦ରୁ ଅଧିକ ମାଓଦମ୍ପତିଙ୍କ ବିବାହ
- ସରକାରଙ୍କ କନ୍ୟା ବିବାହ ଯୋଜନାରେ ହେଲା ବିବାହ
- ଆଶୀର୍ବାଦ ଦେଲେ ସିଏମ, ମନ୍ତ୍ରୀ ଓ ବିଧାୟକ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/13/surrendered-maoists-2026-02-13-17-29-10.jpg)