Advertisment

Supreme Court Raises Alarm Over Free Handouts:ରାଜ୍ୟଗୁଡ଼ିକ କ୍ଷତିରେ ଚାଲୁଛନ୍ତି କିନ୍ତୁ ତଥାପି ମାଗଣା ବଣ୍ଟନ କରୁଛନ୍ତି, ଉଦବେଗ ପ୍ରକାଶ କଲେ ସୁପ୍ରିମକୋର୍ଟ

ରାଜନୈତିକ ଦଳଗୁଡିକ ଦ୍ୱାରା ମାଗଣା ବଣ୍ଟନକୁ ସୁପ୍ରିମକୋର୍ଟଙ୍କ କଡ଼ା ସମାଲୋଚନା । ରାଜନୈତିକ ଦଳଗୁଡିକର ଏହି କାମକୁ ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି। ଏହାର ସରକାରୀ ଆର୍ଥିକ ସ୍ଥିତି ଉପରେ ପ୍ରଭାବ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି।

Supreme Court

Supreme Court Photograph: (OTV)

Advertisment

ମାଗଣା ବଣ୍ଟନକୁ ‘ସୁପ୍ରିମ୍ ’ ଛାଟ। ରାଜନୈତିକ ଦଳଗୁଡିକ ଦ୍ୱାରା ମାଗଣା ବଣ୍ଟନକୁ ସୁପ୍ରିମକୋର୍ଟଙ୍କ କଡ଼ା ସମାଲୋଚନା । ରାଜନୈତିକ ଦଳଗୁଡିକର ଏହି କାମକୁ ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି। ଏହାର ସରକାରୀ ଆର୍ଥିକ ସ୍ଥିତି ଉପରେ ପ୍ରଭାବ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି।

Advertisment

ଫ୍ରିବିଜ୍ ଯୋଜନା ମାଧ୍ୟମରେ ଅର୍ଥାତ ମାଗଣାରେ ବଣ୍ଟନ କରିବା ବଦଳରେ ରାଜନୈତିକ ଦଳମାନେ ଯୋଜନାବଦ୍ଧ ନୀତି ପ୍ରସ୍ତୁତ କରିବା ଉଚିତ୍। ଏହି ନୀତି ଲୋକଙ୍କ ଜୀବନଶୈଳୀ ଉନ୍ନତ ପାଇଁ ଯୋଜନା ପ୍ରଦାନ କରିବ। ରାଷ୍ଟ୍ରର ଆର୍ଥିକ ବିକାଶ ମାଗଣା ବଣ୍ଟନ ଦ୍ୱାରା ବାଧାପ୍ରାପ୍ତ ହେବ ।

ବେକାରୀ ଦୂର ପାଇଁ କଣ କରୁଛ ?

ରାଜ୍ୟଗୁଡ଼ିକ କ୍ଷତିରେ ଚାଲୁଛନ୍ତି କିନ୍ତୁ ତଥାପି ମାଗଣା ବଣ୍ଟନ କରୁଛନ୍ତି । ସଂଗୃହୀତ ଆୟର ୨୫% କାହିଁକି ରାଜ୍ୟର ବିକାଶ ପାଇଁ ବ୍ୟବହାର ହେଉନି । କୌଣସି ନିର୍ଦ୍ଦିଷ୍ଟ ରାଜ୍ୟ ନୁହେଁ ସବୁ ରାଜ୍ୟ କଥା ଆମେ ଦର୍ଶାଉଛୁ। ବେକାରୀ ଦୂର ପାଇଁ କାହିଁକି ବଜେଟରେ ବ୍ୟବସ୍ଥା ହେଉ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । 

Advertisment

   
ମାଗଣା ବଣ୍ଟନକୁ ‘ସୁପ୍ରିମ୍ ’ ଭର୍ତ୍ସନା
ରାଜନୈତିକ ଦଳଗୁଡିକ ଦ୍ୱାରା ମାଗଣା ବଣ୍ଟନକୁ କଡ଼ା ସମାଲୋଚନା
ରାଜନୈତିକ ଦଳଗୁଡିକର ଏହି କାମକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା
ଏହାର ସରକାରୀ ଆର୍ଥିକ ସ୍ଥିତି ଉପରେ ପ୍ରଭାବ ନେଇ ଗଭୀର ଚିନ୍ତା ପ୍ରକଟ
ଫ୍ରିବିଜ୍ ଯୋଜନା ମାଧ୍ୟମରେ ବଣ୍ଟନ କରିବା ବଦଳରେ...
.... ରାଜନୈତିକ ଦଳ ଯୋଜନାବଦ୍ଧ ନୀତି ପ୍ରସ୍ତୁତ କରିବା ଉଚିତ୍
ଏହି ନୀତି ଲୋକଙ୍କ ଜୀବନଶୈଳୀ ଉନ୍ନତ ପାଇଁ ଯୋଜନା ପ୍ରଦାନ କରିବ
ରାଷ୍ଟ୍ରର ଆର୍ଥିକ ବିକାଶ ମାଗଣା ବଣ୍ଟନ ଦ୍ୱାରା ବାଧାପ୍ରାପ୍ତ ହେବ
ରାଜ୍ୟଗୁଡ଼ିକ କ୍ଷତିରେ ଚାଲୁଛନ୍ତି କିନ୍ତୁ ତଥାପି ମାଗଣା ବଣ୍ଟନ କରୁଛନ୍ତି
ସଂଗୃହୀତ ଆୟର ୨୫% କାହିଁକି ରାଜ୍ୟର ବିକାଶ ପାଇଁ ବ୍ୟବହାର ହେଉନି
କୌଣସି ନିର୍ଦ୍ଦିଷ୍ଟ ରାଜ୍ୟ ନୁହେଁ ସବୁ ରାଜ୍ୟ କଥା ଆମେ ଦର୍ଶାଉଛୁ
ବେକାରୀ ଦୂର ପାଇଁ କାହିଁକି ବଜେଟରେ ବ୍ୟବସ୍ଥା ହେଉ ନାହିଁ
ଦେଶରେ ନିର୍ବାଚନ ଜିତିବାକୁ ମାଗଣା ବଣ୍ଟନକୁ ନେଇ ଉଦ୍ ବେଗ ଜଣାଇଲେ

Supreme Court For Free
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ