Messi Meets SRK Photograph: (OTV)
ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍ ମେସୀ। ତିନି ଦିନିଆ ଗସ୍ତରେ ଆସି କୋଲକାତାରେ ଗ୍ରାଣ୍ଡ ସୋ’। ସଲ୍ଟ ଲେକ୍ ଷ୍ଟାଡିୟମରେ ବଡ଼ ଆୟୋଜନ ହୋଇଛି। ଯେଉଁଠି ସ୍ବତନ୍ତ୍ର ଭାବେ ଫୁଟବଲ୍ ମ୍ୟାଚରେ ଓହ୍ଲାଇଛନ୍ତି ମେସି। ମେସିଙ୍କ ଗସ୍ତକୁ ନେଇ ଫୁଟବଲ୍ ପ୍ରେମୀଙ୍କ ସହ ସିଟି ଅଫ୍ ଜୟରେ ପ୍ରବଳ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ମେସି ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କୁ ଭେଟିଛନ୍ତି।
ଶ୍ରୀଭୂମି ସ୍ପୋଟିଂ କ୍ଲବ ପକ୍ଷରୁ ଏକ ୭୦ ଫୁଟିଆ ମେସୀଙ୍କ ଷ୍ଟ୍ୟାଚୁ ନିର୍ମାଣ କରାଯାଇଛି, ଯାହାକୁ ଉଦଘାଟନ କରିଛନ୍ତି ମେସି। ୨୦୧୧ରେ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିଥିଲେ ଆର୍ଜେଣ୍ଟିନା ଷ୍ଟାର୍ ଖେଳାଳି। ସେତେବେଳେ ସେ କୋଲକାତାର ସଲ୍ଟ୍ ଲେକ୍ ଷ୍ଟାଡିୟମରେ ଖେଳିଥିଲେ। ଏଥର କିନ୍ତୁ ସେ ୪ଟି ସହର ଗସ୍ତ କରିବେ। ଡିସେମ୍ବର ୧୫ରେ ଦିଲ୍ଲୀ ଗସ୍ତ କରି ଆର୍ଜେଣ୍ଟିନା ଫେରିଯିବେ।
• କୋଲକାତାରେ ମେସି
• ସଲ୍ଟ ଲେକ୍ ଷ୍ଟାଡିୟମରେ ସ୍ବତନ୍ତ୍ର ଫୁଟବଲ୍ ମ୍ୟାଚ୍
• ସାରା କୋଲକାତାରେ ‘ମେସି’ କ୍ରେଜ୍
• ୭୦ ଫୁଟର ମୂର୍ତ୍ତି ହେଲା ଉନ୍ମୋଚନ
• ତିନି ଦିନିଆ ଗସ୍ତରେ ଆସି କୋଲକାତାରେ ପହଞ୍ଚିଲେ
• କୋଲକାତା ବିମାନ ବନ୍ଦରରେ ଜୋରଦାର ସ୍ୱାଗତ
• ମମତା ବାନାର୍ଜୀ ଓ ଶାହାରୁଖ ଖାନଙ୍କୁ ସାକ୍ଷାତ କରିବେ
• ଫୁଟବଲ୍ ପ୍ରେମୀଙ୍କ ସହ ସିଟି ଅଫ୍ ଜୟରେ ପ୍ରବଳ ଉତ୍ସାହ
• କୋଲକାତା ପରେ ମୁମ୍ବାଇ, ହାଇଦ୍ରାବାଦ୍, ଦିଲ୍ଲୀରେ କାର୍ଯ୍ୟକ୍ରମ
• କୋଲକାତାରେ ମେସି
• ମେସିଙ୍କ ତିନି ଦିନିଆ ଭାରତ ଗସ୍ତ
• କୋଲକାତା ବିମାନ ବନ୍ଦରରେ ଜୋରଦାର ସ୍ୱାଗତ
• ମୁମ୍ବାଇ, ହାଇଦ୍ରାବାଦ୍, ଦିଲ୍ଲୀ ଯିବେ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/13/messi-meets-srk-2025-12-13-13-34-23.jpg)