Advertisment

CISF Jawans Demonstrate Ultimate Sacrifice: ଏମିତି CISF ଯବାନ ନିଜ ଜୀବନକୁ ବାଜି ଲଗାଇ ଦେଶ ପାଇଁ ବଳିଦାନ ଦିଅନ୍ତି, ପ୍ରଦର୍ଶନ କରି ଦେଖାଇଲେ

ଆତଙ୍କବାଦୀ ହମଲା ବେଳେ କେମିତି CISF ଯବାନ ନିଜ ଜୀବନକୁ ବାଜି ଲଗାଇ ଦେଶ ପାଇଁ ବଳିଦାନ ଦିଅନ୍ତି ତାକୁ ପ୍ରଦର୍ଶନ କରିଛନ୍ତି। ବିମାନ ହାଇଜାକ୍ ହେଉ ଅବା ବସ୍ ଉପରକୁ ଆକ୍ରମଣ, ବିମାନ ବନ୍ଦରରେ ହମଲା..

CISF

CISF Photograph: (OTV)

Advertisment

CISF ଯବାନ ଦେଖାଇଛନ୍ତି ଦୁଃସାହସିକ ଅପରେସନ୍। ଆତଙ୍କବାଦୀ ହମଲା ବେଳେ କେମିତି CISF ଯବାନ ନିଜ ଜୀବନକୁ ବାଜି ଲଗାଇ ଦେଶ ମାତୃକା ପାଇଁ ବଳିଦାନ ଦିଅନ୍ତି ତାକୁ ପ୍ରଦର୍ଶନ କରିଛନ୍ତି। ବିମାନ ହାଇଜାକ୍ ହେଉ ଅବା ବସ୍ ଉପରକୁ ଆକ୍ରମଣ, ବିମାନ ବନ୍ଦରରେ ହମଲା କିମ୍ବା ଅନ୍ୟ କୌଣସି ବି ପ୍ରତିକୂଳ ପରିସ୍ଥିତି...

Advertisment

ସବୁବେଳେ ସବୁ ସ୍ଥିତିରେ ପ୍ରସ୍ତୁତ CISF ଯବାନ। ଏସବୁ ଆଜି ଗୋଟି ଗୋଟି କରି ପ୍ରଦର୍ଶନ କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସାମନାରେ ଏହା ପ୍ରଦର୍ଶନ କରିଛନ୍ତି CISF ଯୋଦ୍ଧା ।

ମୁଣ୍ଡଳିରେ CISF କ୍ୟାମ୍ପରେ ଗୃହ ମନ୍ତ୍ରୀ ଅମିତ ଶାହ

CISFର ୫୭ତମ ପ୍ରତିଷ୍ଠା ଉତ୍ସବ ସମାରୋହ
CISF ଯୋଦ୍ଧାଙ୍କ ଚିତ୍ତାକର୍ଷକ ପରେଡ୍ 
ପ୍ରଦର୍ଶନ କଲେ ଗୋଟେ ପରେ ଗୋଟେ ଅପରେସନ୍ 

Advertisment

CISFର ଦୁଃସାହସିକ ଅପରେସନ୍ 
ପ୍ଲେନ୍ ହାଇଜାକ୍ ବେଳର ଅପରେସନ୍ 
ଆତଙ୍କୀଙ୍କୁ ମାତ୍ ଦେଉଛନ୍ତି CISF ଯବାନ 

Amit Shah CISF
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ