Advertisment

Big Blow to Terrorism: ଆତଙ୍କବାଦ ବିରୋଧରେ ‘ପ୍ରହାର’  ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ହେବ ଆହୁରି ସୁଦୃଢ଼

ଆତଙ୍କବାଦ ବିରୋଧରେ ‘ପ୍ରହାର’। ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବାକୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ନୂଆ ଆତଙ୍କବାଦ ବିରୋଧୀ ନୀତି ଓ ରଣନୀତି ‘ପ୍ରହାର’ ଘୋଷଣା ହୋଇଛି। ଇଂରାଜୀରେ PRAHAARର ଅର୍ଥ ବି ରହିଛି।

Prahar

Prahar Photograph: (OTV)

Advertisment

ଆତଙ୍କବାଦ ବିରୋଧରେ ‘ପ୍ରହାର’। ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବାକୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ନୂଆ ଆତଙ୍କବାଦ ବିରୋଧୀ ନୀତି ଓ ରଣନୀତି ‘ପ୍ରହାର’ ଘୋଷଣା ହୋଇଛି। ଇଂରାଜୀରେ PRAHAARର ଅର୍ଥ ବି ରହିଛି।

Advertisment

Pର ଅର୍ଥ-PREVATION OF TERROR ATTACK। ଆତଙ୍କୀ ହମଲା ପୂର୍ବରୁ ରୋକିବା, Rର ଅର୍ଥ RESPONSES...ହମଲାକୁ ପ୍ରତିହତ କରିବା, Aର ଅର୍ଥ AGGREGATING...ଲଢ଼େଇ ବିରୋଧରେ ଏକାଠି ହେବା, H ର ଅର୍ଥ ହ୍ୟୁମନ୍ ରାଇଟ୍ସକୁ ସୁରକ୍ଷା ଦେବା, Aରେ ATTENUATING ହମଲାର ଆଶଙ୍କାକୁ କମାଇବା, ଅନ୍ୟ ଏକ Aର ଅର୍ଥ ସମ୍ମନ୍ବିତ ଏବଂ Rର ଅର୍ଥ ପୂର୍ବ ଅବସ୍ଥାକୁ ଫେରାଇବା।...

ଗୃହ ମନ୍ତ୍ରଣାଳୟ ପକ୍ଷରୁ ନୂଆ ରଣନୀତି 

ମନ୍ତ୍ରାଳୟର କହିବା ଅନୁସାରେ, ଆତଙ୍କବାଦର ରୂପ ନିରନ୍ତର ପରିବର୍ତ୍ତନ ହେଉଛି ଏବଂ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରୁଛି। ଏହି ପରିସ୍ଥିତିରେ ‘ପ୍ରହାର’ ରଣନୀତି ମାଧ୍ୟମରେ ଆତଙ୍କବାଦୀଙ୍କୁ ପୂର୍ବରୁ ଚିହ୍ନଟ କରିବା, ରୋକିବା ଓ ପ୍ରତିକାର କରିବାକୁ ଗୁରୁତ୍ୱ ଦିଆଯିବ। ସେଥିପାଇଁ ଗୁଇନ୍ଦା ବ୍ୟବସ୍ଥାର ସମନ୍ୱୟ, ଆଧୁନିକ ପ୍ରଯୁକ୍ତି ବ୍ୟବହାର ଓ କେନ୍ଦ୍ର-ରାଜ୍ୟ ସରକାରଙ୍କ ମଧ୍ୟରେ ସହଯୋଗକୁ ଆହୁରି ମଜବୁତ କରାଯିବ।....

Advertisment



Security Home Department
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ