Advertisment

Padma Honours Declared: ଘୋଷଣା ହେଲା ପଦ୍ମ ପୁରସ୍କାର; ୫ ଜଣଙ୍କୁ ପଦ୍ମ ବିଭୂଷଣ, ୧୩ ଜଣଙ୍କୁ ପଦ୍ମ ଭୂଷଣ ଓ ୧୧୩ ଜଣଙ୍କୁ ପଦ୍ମଶ୍ରୀ

ଘୋଷଣା ହେଲା ପଦ୍ମ ପୁରସ୍କାର।୫ ଜଣଙ୍କୁ ପଦ୍ମ ବିଭୂଷଣ,୧୩ ଜଣଙ୍କୁ ପଦ୍ମ ଭୂଷଣ ଓ ୧୧୩ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ।ଅଲକା ୟାଗ୍ନିକ୍, ଭଗତ୍ ସିଂ କୋଶିୟାରୀ ଓ ମାମୁଟ୍ଟିଙ୍କୁ ପଦ୍ମ ଭୂଷଣ ।

Padma Award

Padma Award Photograph: (OTV)

Advertisment

ଘୋଷଣା ହେଲା ପଦ୍ମ ପୁରସ୍କାର । ୫ ଜଣଙ୍କୁ ପଦ୍ମ ବିଭୂଷଣ, ୧୩ ଜଣଙ୍କୁ ପଦ୍ମ ଭୂଷଣ ଓ ୧୧୩ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ । 

Advertisment

ଅଲକା ୟାଗ୍ନିକ୍, ଭଗତ୍ ସିଂ କୋଶିୟାରୀ ଓ ମାମୁଟ୍ଟିଙ୍କୁ ପଦ୍ମ ଭୂଷଣ
ପିୟୂଷ ପାଣ୍ଡେ, ଶିବୁ ସୋରେନ୍ ଓ ଭିକେ ମାଲହୋତ୍ରାଙ୍କୁ ପଦ୍ମ ଭୂଷଣ

ଧର୍ମେନ୍ଦ୍ରଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ପୁରସ୍କାର

କେରଳର କେଟି ଥୋମାସ୍ ଓ ପି. ନାରାୟଣନଙ୍କୁ ପଦ୍ମ ବିଭୂଷଣ
ପୂର୍ବତନ ମୁଖ୍ୟମନ୍ତ୍ରୀ ଭିଏସ୍ ଅଚ୍ୟୁତାନନ୍ଦନଙ୍କୁ ପଦ୍ମ ବିଭୂଷଣ
ଉତ୍ତର ପ୍ରଦେଶର ଏନ୍. ରାଜମଙ୍କୁ ପଦ୍ମ ବିଭୂଷଣ ସମ୍ମାନ
ପୂର୍ବତନ ଟେନିସ ଖେଳାଳି ବିଜୟ ଅମୃତରାଜଙ୍କୁ ପଦ୍ମ ଭୂଷଣ

Advertisment

କ୍ରିକେଟର୍ ରୋହିତ ଶର୍ମା ଓ ପାରା ଆଥଲେଟ୍ ପ୍ରବୀଣ କୁମାରଙ୍କୁ ପଦ୍ମଶ୍ରୀ
ମହିଳା କ୍ରିକେଟର ହରମନପ୍ରିତ କୌରଙ୍କୁ ପଦ୍ମଶ୍ରୀ ସମ୍ମାନ

Padma Awards
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ