Advertisment

From Odisha to Delhi: ଦିଲ୍ଲୀରେ ଝଲସିବ ଓଡ଼ିଶା ‘ପ୍ରଜ୍ଞାପନ ମେଢ଼’, କର୍ତ୍ତବ୍ୟ ପଥରେ ଚମକିବ ଓଡ଼ିଶାର କଳା ଓ ସଂସ୍କୃତି

କର୍ତ୍ତବ୍ୟପଥରେ ଚମକାଇବ ଓଡ଼ିଶାର ପ୍ରଜ୍ଞାପନ ମେଢ଼। ଏଥର ସାଧାରଣତନ୍ତ୍ର ଦିବସ ପରେଡରେ ପ୍ରଦର୍ଶିତ ହେବ ଓଡ଼ିଶାର ପ୍ରଜ୍ଞାପନ ମେଢ। ଏଥର କଳା, ସଂସ୍କୃତି ସହ ବିକଶିତ ଭାରତ, ବିକଶିତ ଓଡ଼ିଶା ଥିମ୍ ଦେଖିବାକୁ ମିଳିବ।

Medha

Medha Photograph: (OTV)

Advertisment

ଦିଲ୍ଲୀରେ ଝଲସିବ ଓଡ଼ିଆ କଳା ଓ ସଂସ୍କୃତି। କର୍ତ୍ତବ୍ୟପଥରେ ଚମକାଇବ ଓଡ଼ିଶାର ପ୍ରଜ୍ଞାପନ ମେଢ଼। ଏଥର ସାଧାରଣତନ୍ତ୍ର ଦିବସ ପରେଡରେ ପ୍ରଦର୍ଶିତ ହେବ ଓଡ଼ିଶାର ପ୍ରଜ୍ଞାପନ ମେଢ। ଏଥର କଳା, ସଂସ୍କୃତି ସହ ବିକଶିତ ଭାରତ, ବିକଶିତ ଓଡ଼ିଶା ଥିମ୍ ଦେଖିବାକୁ ମିଳିବ।

Advertisment

କୋଣାର୍କ ସୂର୍ଯ୍ୟ ମନ୍ଦିରର ପୂର୍ବାବସ୍ଥା, ପଟ୍ଟଚିତ୍ର ତାସହ ପ୍ରସିଦ୍ଧ ରୁପା ତାରକସୀ କାମକୁ ଦର୍ଶାଯିବ। ତଳେ ଚଇତିଘୋଡ଼ା ନାଚ ସହ ବିକଶିତ ଭାରତ ଥିମ୍ ରେ ରଥଚକ ବି ରହିବ ବୋଲି ସୂଚନା ମିଳିଛି।...

ଦିଲ୍ଲୀର କର୍ତ୍ତବ୍ୟ ପଥରେ ଦେଖିବା ଅପରେସନ ସିନ୍ଦୂରର ଗାଥା । ପ୍ରସ୍ତୁତ ହେଉଛି ସ୍ବତନ୍ତ୍ର ପ୍ରଜ୍ଞାପନ ମେଢ ।ପାକିସ୍ତାନ ଉପରେ ବଦଲା ନେଇଥିଲା ଭାରତ । ଅପରେସନ ସିନ୍ଦୂରରେ ବିଶ୍ବ ଦେଖିଛି ଭାରତର ଶକ୍ତି । 

Advertisment

ବିକଶିତ ଭାରତ, ବିକଶିତ ଓଡ଼ିଶା ଥିମ୍ 

କୋଣାର୍କ ସୂର୍ଯ୍ୟ ମନ୍ଦିର ସହ ରହିବ ପଟ୍ଟଚିତ୍ର 
ପ୍ରସିଦ୍ଧ ରୁପା ତାରକସୀ କାମକୁ ଦର୍ଶା ଯାଇଛି 

ବିଶ୍ବ ଦେଖିବ ଓଡ଼ିଶାର କଳା
କଳା କାରୁକାର୍ଯ୍ୟରେ ଭରପୁର
ମନମୋହିବ ‘ପ୍ରଜ୍ଞାପନ ମେଢ଼’
ରୁପା ତାରକସୀର ଯାଦୁଗରୀ

Advertisment
Republic Day Republic Day Tableaus
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ