Nitish Kumar Photograph: (OTV)
ବିହାରରେ ପୁଣି ନୀତିଶ ରାଜ। ପୁଣି ଆରମ୍ଭ ହେଲା 10.0 । ଆଜି ୧୦ମ ଥର ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତିଶ କୁମାର। ପାଟନାର ଐତିହାସିକ ଗାନ୍ଧୀ ମୈଦାନରେ ଆୟୋଜିତ ଭବ୍ୟ ଶପଥ ଗ୍ରହଣ ସମାରୋହରେ ଶପଥ ନେଇଛନ୍ତି ନୀତିଶ। ଏହି ଭବ୍ୟ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମିଲ ହୋଇଛନ୍ତି।
ସେହିଭଳି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀମାନେ ମଧ୍ୟ ସାମିଲ ହୋଇଛନ୍ତି। ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମଧ୍ୟ ସାମିଲ ହୋଇଛନ୍ତି।
• ବିହାରରେ ନୀତୀଶ 10.0
• ବିହାରରେ ପୁଣି ନୀତୀଶ ରାଜ୍
• ଆଜିଠୁ ଆରମ୍ଭ ହେଲା ନୀତୀଶ 10.0
• ଦଶମ ଥର ସିଏମ୍ ଭାବେ ଶପଥ ନେଉଛନ୍ତି ନୀତୀଶ
• ପାଟନା ଗାନ୍ଧୀ ମୈଦାନରେ ଭବ୍ୟ ଶପଥ ଗ୍ରହଣ ସମାରୋହ
• ମୋଦି, ଶାହ ଓ ଏନଡିଏ ଶାସିତ ସିଏମ୍, ଡିସିଏମ୍ ସାମିଲ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/20/nitish-kumar-2025-11-20-11-46-07.jpg)