Advertisment

Vande Bharat Sleeper Coach: ଟ୍ରାକରେ ଦୌଡ଼ିଲା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ବନ୍ଦେ ଭାରତ ସ୍ଲିପର କୋଚ୍, ଘଣ୍ଟାପ୍ରତି ବେଗ ୧୮୦ କିଲୋମିଟର

ଏଥିରେ ଆରାମଦାୟକ ବର୍ଥ, ଅଟୋମେଟିକ୍ ଡୋର୍, କବଚ ସୁରକ୍ଷା ସିଷ୍ଟମ, ସିସିଟିଭି ଓ ସ୍ବଚ୍ଛତା ଭଳି ସୁବିଧା ପାଇବେ ଯାତ୍ରୀ। ବନ୍ଦେ ଭାରତ ସ୍ଲିପର କୋଚରେ ରହିବନି ୱେଟିଂ ଲିଷ୍ଟ କି RAC।

Vande Bharat

Vande Bharat Photograph: (OTV)

Advertisment

ଟ୍ରାକରେ ଦୌଡ଼ିଲା ବନ୍ଦେ ଭାରତ ସ୍ଲିପର କୋଚ୍। ହାୱଡା-ଗୌହାଟୀ ଭିତରେ ଏହା ଆଜିଠୁ ଚଳାଚଳ କରିଛି। ପଶ୍ଚିମବଙ୍ଗ ମାଲଦାରେ ଏହାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଇଣ୍ଡିଆନ୍ ରେଲୱେର ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ଟ୍ରେନ୍ ଘଣ୍ଟାପ୍ରତି ୧୮୦ କିଲୋମିଟର ସ୍ପିଡରେ ଦୌଡ଼ିବ। ଏଥିରେ ପ୍ରାୟ ୮୨୩ ଜଣ ଯାତ୍ରୀ ଯାଇପାରିବେ।

Advertisment

ଏଥିରେ ଆରାମଦାୟକ ବର୍ଥ, ଅଟୋମେଟିକ୍ ଡୋର୍, କବଚ ସୁରକ୍ଷା ସିଷ୍ଟମ, ସିସିଟିଭି ଓ ସ୍ବଚ୍ଛତା ଭଳି ସୁବିଧା ପାଇବେ ଯାତ୍ରୀ। ବନ୍ଦେ ଭାରତ ସ୍ଲିପର କୋଚରେ ରହିବନି ୱେଟିଂ ଲିଷ୍ଟ କି RAC। ଯାତ୍ରୀଙ୍କୁ କେବଳ କନଫର୍ମ ଟିକେଟ୍ ମିଳିବ। ୧୬ କୋଚ୍ ବିଶିଷ୍ଟ ଟ୍ରେନରେ ରହିବ ଥାର୍ଡ ଏସି, ସେକେଣ୍ଡ ଏସି, ଫାଷ୍ଟ କ୍ଲାସ ଏସି। ଭଡ଼ା ନିର୍ଣ୍ଣୟ ପାଇଁ ସର୍ବନିମ୍ନ ଦୂରତା ୪୦୦ କିଲୋମିଟର ଧାର୍ଯ୍ୟ କରାଯାଇଛି। ...

ଏହି ଅବସରରେ ଏକ ଜନସଭାକୁ ସମ୍ବୋଧିତ କରି ପଶ୍ଚିମବଙ୍ଗର ଟିଏମସି ସରକାର ଉପରେ ବର୍ଷିଥିଲେ ପ୍ରଧାନମନ୍ତ୍ରୀ ମୋଦି। ...

Advertisment

ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଟ୍ରାକରେ ବନ୍ଦେ ଭାରତ ସ୍ଲିପର କୋଚ୍
ହାୱଡା-ଗୌହାଟୀ ଭିତରେ ପ୍ରଥମ ଟ୍ରେନ୍
ଘଣ୍ଟା ପ୍ରତି ୧୮୦ କିମି ସ୍ପିଡରେ ଟ୍ରାକରେ ଦୌଡ଼ିବ
ରହିବନି ୱେଟିଂ ଲିଷ୍ଟ କି RAC
ଯାତ୍ରୀଙ୍କୁ ମିଳିବ କନଫର୍ମ ଟିକେଟ୍
୧୬ କୋଚ୍ ଟ୍ରେନରେ AC-3, AC-2 ଓ AC ଫାଷ୍ଟ କ୍ଲାସ୍
ପ୍ରାୟ ୮୨୩ ଜଣ ଯାତ୍ରୀ ଯାଇପାରିବେ

PM Modi Vande Bharat Express
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ